NEET-UGର ଫାଇନାଲ ମେରିଟ ଲିଷ୍ଟ ଜାରି, ୬୧ ପରିବର୍ତ୍ତେ ୧୭ ଟପର

ନୂଆଦିଲ୍ଲୀ: ନୀଟ-ୟୁଜି ୨୦୨୪ର ଫାଇନାଲ ମେରିଟ ଲିଷ୍ଟ ଜାରି ହୋଇସାରିଛି । ନୂଆ ତାଲିକାରେ ବର୍ତ୍ତମାନ ୧୭ଜଣ ଟପର, ଏହା ପୂର୍ବରୁ ୬୧ ଜଣ ଟପର ଥିଲେ । ଏହି ୧୭ଜଣ ପରୀକ୍ଷାର୍ଥୀଙ୍କର ଶତପ୍ରତିଶତ ନମ୍ବର ଆସିଛି, ଅର୍ଥାତ…

ଅଗଷ୍ଟରେ ଏହି ରାଶିମାନଙ୍କ ଉପରେ ପଡିବ ଶନିଙ୍କ କୋପ, ଭୁଲରେ ବି କରନ୍ତୁନି ଏଭଳି କାମ

ଓଡ଼ିଶା ଭାସ୍କର: ଶନି ଦେବଙ୍କ କ୍ରୋଧ ବିଷୟରେ ସମସ୍ତେ ଜାଣିଛନ୍ତି । ଭଗବାନ ଶିବ ମଧ୍ୟ ତାଙ୍କ କୋପରୁ ବର୍ତ୍ତିପାରିନଥିଲେ । ଏଥିପାଇଁ କୁହାଯାଏ ଯେ, ଶନିଦେବଙ୍କ କୋପରୁ ବଞ୍ଚବା ପାଇଁ ଉପାୟ ବାହାର କରିବା ଆବଶ୍ୟକ ।…

ଆଳୁ ପାଇଁ ମମତାଙ୍କୁ ନବୀନଙ୍କ ଚିଠି ଲେଖିବା ପ୍ରସଙ୍ଗ: କଡ଼ା ସମାଲୋଚନା କଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ଆଳୁ ଅଭାବ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ । ଆଳୁ ଯୋଗାଣ ସ୍ୱାଭାବିକ କରିବା ପାଇଁ ମମତାଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ । ଏନେଇ ମୁଁ…

ଦେଶର କୃଷକମାନଙ୍କ ମାସିକ ଆୟ ଏତିକି ଟଙ୍କା, କୃଷିମନ୍ତ୍ରୀ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: କୃଷକମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ବିଭିନ୍ନ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଦେଶରେ କୃଷକ ପରିବାରର ହାରାହାରି ଆୟ କେତେ? ଯାହାର ଉତ୍ତର କୃଷି ମନ୍ତ୍ରୀ…

ମହିଳା ଏସିଆ କପର ଫାଇନାଲରେ ପ୍ରବେଶ କଲା ଟିମ୍ ଇଣ୍ଡିଆ, ବାଂଲାଦେଶକୁ ହରାଇ ରଚିଲା ଇତିହାସ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଏସିଆ କପ ଟି-୨୦, ୨୦୨୪ର ଫାଇନାଲରେ ନିଜ ସ୍ଥାନ ବଜାୟ ରଖିଛି । ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱ ଟିମ ଇଣ୍ଡିଆ ଶୁକ୍ରବାର ଦିନ ବାଂଲାଦେଶକୁ ୧୦ ୱିକେଟରେ ପରାସ୍ତ କରିଛି ।…

(Video) ଆମେରିକା ରାଷ୍ଟ୍ରପତି ନିର୍ବାଚନ: କମଲା ହାରିସଙ୍କୁ ମିଳିଲା ବାରାକ ଓବାମାଙ୍କ ସମର୍ଥନ, ପତ୍ନୀ ମିଶେଲ କହିଲେ ଏହି କଥା

ନୂଆଦିଲ୍ଲୀ: ଆମେରିକାରେ ଚଳିତ ବର୍ଷ ୫ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ୧୬ କୋଟି ରେଜିଷ୍ଟର୍ଡ ଭୋଟର ଆମେରିକାର ୬୦ତମ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ । ଏହାରି ମଧ୍ୟରେ…

ପ୍ୟାରିସ ଅଲିମ୍ପିକ ଉଦଘାଟନ ପୂର୍ବରୁ ଫ୍ରାନ୍ସ ରେଳ ନେଟୱାର୍କରେ ଆକ୍ରମଣ, ଅନେକ ଟ୍ରେନ ଚଳାଚଳ ରଦ୍ଦ

ନୂଆଦିଲ୍ଲୀ: ପ୍ୟାରିସରେ ଅଲିମ୍ପିକ ଉଦଘାଟନର କିଛି ଘଣ୍ଟା ପୂର୍ବରୁ ଟ୍ରେନ ନେଟୱାର୍କରେ ଏକ ବଡ଼ ଆକ୍ରମଣ ଘଟିଛି । ଫ୍ରାନ୍ସିସି ରେଲୱେ କମ୍ପାନୀ SNCF ଶୁକ୍ରବାର ଦିନ କହିଛନ୍ତି ଯେ, ହାଇ-ସ୍ପିଡ ଟିଜିପି ନେଟୱାର୍କର ବଡ଼…

(Video) ଅଟଳ ସେତୁ ମଝିରେ ଛିଡା କଲେ କାର, ମାତ୍ର ୧୦ ସେକେଣ୍ଡରେ ସମୁଦ୍ରକୁ ଡେଇଁଲେ ଇଞ୍ଜିନିୟର

ନୂଆଦିଲ୍ଲୀ: ମୁମ୍ବାଇରେ ଅଟଳ ସେତୁର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜଣେ ବ୍ୟକ୍ତି ସମୁଦ୍ରରେ ନିର୍ମାଣ ହୋଇଥିବା ବ୍ରିଜର ରେଲିଙ୍ଗ ଉପରେ ଚଢି ତଳକୁ ଡିଆଁ ମାରିଦେଲେ । ଏହି ଘଟଣାର ସିସିଟିଭି…

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି, ୮ ଅଗଷ୍ଟ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୮ ଅଗଷ୍ଟ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଯାଇଛି । ସେପର୍ଯ୍ୟନ୍ତ ସେ ତିହାର ଜେଲରେ ରହିବେ । ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି…

ସାମ୍ବାଦିକାଙ୍କ ଜୀବନ ହାରିବାରେ ବନ୍ଧା ହେଲା ସ୍ୱାମୀ, ପଚରାଉଚରା ପରେ ଶ୍ରୀଧରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଗତକାଲି ସାମ୍ବାଦିକା ମଧୂମିତା ପରିଡାଙ୍କର ଜୀବନ ହାରିବା ଖବର ସାରା ଓଡ଼ିଶାକୁ ଦୋହଲାଇ ଦେଇଛି । ଟ୍ରେନ ସାମ୍ନାକୁ ଡେଇଁ ସେ ଜୀବନ ହାରିଦେଇଛନ୍ତି । ଘଟଣାସ୍ଥଳରେ ଜିଆରପି ଓ କ୍ୟାପିଟାଲ ଥାନା ପୋଲିସର…