CHARIDHAM

Big Breaking: ରାଜଧାନୀରେ ଦମ୍ପତିଙ୍କୁ ଛୁରାମାଡ଼, ଘଟଣାସ୍ଥଳରେ ପୋଲିସର ଛାନଭିନ୍‌

ଭୁବନେଶ୍ୱର: ରାଜଧାନୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାଇନ୍ସପାର୍କ ବସ୍ତିରେ ଦମ୍ପତିଙ୍କୁ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ନିଶା ଖାଇ ଦୁର୍ବୃତ୍ତ ଜଣକ ଦମ୍ପତିଙ୍କୁ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।…

ଲିଭରରେ କ୍ୟାନ୍ସର ଆରମ୍ଭ ହେବା ବେଳେ ଦେଖାଦିଏ ଏହି ଲକ୍ଷଣ, ଜାଣନ୍ତୁ କିପରି କରିବେ ଏହାର ଚିହ୍ନଟ

ନୂଆଦିଲ୍ଲୀ: ଲିଭର ଶରୀରକୁ ଚଳାଇଥାଏ। ଲିଭରରେ କୌଣସି ପ୍ରକାରର ଖରାପ ହେବା ମାତ୍ରେ, ଏହାର ଲକ୍ଷଣ ଦେଖାଦେଇନଥାଏ। ଖାସକରି ଲିଭର କ୍ୟାନ୍ସରର ଆରମ୍ଭରେ କୌଣସି ପ୍ରକାର ଲକ୍ଷଣ ସାମ୍ନାକୁ ଆସିନଥାଏ। ଯେଉଁ କାରଣରୁ…

୨୪ ବର୍ଷୀୟ ଫେମଶ ଇନଫ୍ଲୁଏନ୍ସରଙ୍କ ପରଲୋକ, ଆଶ୍ଚର୍ଯ୍ୟ ହୋଇଗଲେ ଫ୍ୟାନ୍ସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କମ୍ୟୁନିଟିରୁ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କ ହୃଦୟକୁ ଆଶ୍ଚର୍ଯ୍ୟ କରିଦେଇଛି। ଲୋକପ୍ରିୟ ଇନଫ୍ଲୁଏନ୍ସର ଏବଂ ଡିଜିଟାଲ୍ କ୍ରିଏଟର ମିଶା ଅଗ୍ରୱାଲଙ୍କ…

‘ଭାରତରେ ମରିବୁ ପଛେ, ପାକିସ୍ତାନ ଭଳି ନର୍କକୁ ଯିବୁନି’, ଜାଣନ୍ତୁ ଲୋକଙ୍କୁ କେଉଁ କଥା ଲାଗୁଛି ଡର

ନୂଆଦିଲ୍ଲୀ: ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର କଡ଼ା ନିଷ୍ପତ୍ତି ଗ୍ରହଣ କରି ପାକିସ୍ତାନରୁ ଭାରତକୁ ଆସିଥିବା ଲୋକଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ସବୁଠୁ ଅଧିକ…

“କୌଣସି ଜନଜାତିକୁ ଆଦିବାସୀ କହିବା ଅପରାଧ ନୁହେଁ”: ହାଇକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ହାଇକୋର୍ଟ କହିଛନ୍ତି ଯେ, କୌଣସି ଏକ ଜନଜାତିକୁ ଆଦିବାସୀ କହିବା, ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଜନଜାତି ଅଧିନିୟମ ଅନୁଯାୟୀ, ଅପରାଧ ନୁହେଁ। ଜଜ ଅନୀଲ କୁମାର ଚୌଧୂରୀ, ସୁନୀଲ କୁମାରଙ୍କ…

ସାରଦା ବାଇଙ୍କ ଘରେ ଟାଉନ୍ ଥାନା ପୋଲିସ, ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ପରେ ପହଞ୍ଚିଲା Police

ବଲାଙ୍ଗିର: ସାରଦା ବାଇଙ୍କ ଘରେ ବର୍ତ୍ତମାନ ଟାଉନ ଥାନା ପୋଲିସ ପହଞ୍ଚିଛି। ଭାରତ ଛାଡ଼ିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଛି। ଠିକାଦାରପଡ଼ା ସ୍ଥିତ ଘରେ ପୋଲିସ…

ଇରାନର ପୋର୍ଟ ବନ୍ଦର ଆବାସରେ ବଡ଼ ବିସ୍ଫୋରଣ, ୪୦୦ରୁ ଉର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ଇରାନର ପୋର୍ଟ ବନ୍ଦର ଆବାସରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪୦୦ ଜଣ ଆହତ ହୋଇଛନ୍ତି। ଏକ ଅଏଲ୍ କଣ୍ଟେନରରେ ବିସ୍ଫୋରଣ ଘଟିଥିବା ଜଣାପଡିଛି। ପୂର୍ବରୁ, ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମେହରଦାଦ…

ଭାରତର ଆକ୍ସନରେ ପାକିସ୍ତାନ ଛାନିଆ, ପୁଞ୍ଚ୍‌ର LoCରେ ଥିବା ଗାଁରେ ବଙ୍କର ପ୍ରସ୍ତୁତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ବଙ୍କର ପ୍ରସ୍ତୁତ ହୋଇଛି। ପୁଞ୍ଚ୍‌ର LoCରେ ଥିବା ଗାଁରେ ବଙ୍କର ପ୍ରସ୍ତୁତ ହେବା ନେଇ ଖବର ସାମ୍ନାକୁ ଆସିଛି। ପ୍ରତିକୂଳ ପରିସ୍ଥିତିରେ ରହିବାର ବ୍ୟବସ୍ଥା ଚାଲିଛି। LoCରେ…

ହନୁମାନଙ୍କୁ ସାଙ୍ଗରେ ନେଇ ବୁଲୁଛନ୍ତି ବିରାଟ କୋହଲି, ସେଥିପାଇଁ ଆଇପିଏଲ ୨୦୨୫ରେ କରୁଛନ୍ତି ଭଲ ପ୍ରଦର୍ଶନ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବିରାଟ କୋହଲି ଖୁବ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ସିଜନରେ ସେ ଏପର୍ଯ୍ୟନ୍ତ ୯ଟି ମ୍ୟାଚରେ ୩୯୨ ରନ କରିସାରିଛନ୍ତି। ଏହି ସିଜନରେ ଏବେ ସାଇ ସୁଦର୍ଶନଙ୍କ ପରେ ସବୁଠୁ ଅଧିକ ରନ କରିଛନ୍ତି…

Tata ନା Reliance ଅକ୍ଷୟ ତୃତୀୟାରେ କିଏ ଦେଉଛି ଶସ୍ତା ସୁନା, ଜାଣନ୍ତୁ

ନୂଆଦିଲ୍ଲୀ: ଅକ୍ଷୟ ତୃତୀୟା ଏହି ମାସ ୩୦ ତାରିଖରେ ପାଳନ କରାଯିବ। ଏହି ପର୍ବରେ ମାଆ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ। ଏହି ଦିନ ସୁନା କିଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର ଅପାର କୃପା ମିଳିଥାଏ।…