National Doctor’s Day 2024: କାହିଁକି ପାଳନ କରାଯାଏ ଡାକ୍ତର ଦିବସ, ଜାଣନ୍ତୁ ବଙ୍ଗଳା-ବିହାରରେ ଏହାର କ’ଣ ରହିଛି ସମ୍ବନ୍ଧ

ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଛି । ସେ ଲୋକଙ୍କୁ ନୂଆ ଜୀବନ ପ୍ରଦାନ କରିଥାଆନ୍ତି । କରୋନା ସମୟରେ ଡାକ୍ତରମାନେ ନିଜ ଜୀବନକୁ ବିପଦରେ ପକାଇ ଅନେକ ଲୋକଙ୍କୁ ଚିକିତ୍ସା କରିଛନ୍ତି । ଏହି…

ଏକ୍ସ ଭାଙ୍ଗିଲା ସମସ୍ତ ରେକର୍ଡ! ଆମେରିକାର ପ୍ରେସିଡେଣ୍ଟିଆଲ ଡିବେଟକୁ ନେଇ ଦାବି କଲେ Elon Musk

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଦାବି କରି କହିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରେସିଡେଣ୍ଟିଆଲ ଡିବେଟ ସମୟରେ ସୋସିଆଲ ମିଡିଆ…

୩ୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପିଏମ ମୋଦୀଙ୍କ ପ୍ରଥମ ‘ମନ୍ କୀ ବାତ୍‌’

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ଏହି ସମୟରେ ପୂର୍ବରୁ ଚାଲିଥିବା ରେଡିଓ କାର୍ଯ୍ୟକ୍ରମ…

ଏହି ସ୍କିମରେ ନିବେଶ କଲେ ଏତିକି ମାସରେ ଡବଲ ହୋଇଯିବ ଆପଣ ଟଙ୍କା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ଦେଶର ନାଗରିକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଭିନ୍ନ-ଭିନ୍ନ ପ୍ରକାର ଲୋକଙ୍କ ପାଇଁ ଅଲଗା-ଅଲଗା ସ୍କିମ ଆପ୍ଲାଏ ହେଉଛି । ଆଜିର ସମୟରେ ଲୋକଙ୍କ ନିବେଶ କରିବା ଆହୁରି…

ହରିୟାଣାରେ ବିଧାନସଭା ନିର୍ବାଚନକୁ ନେଇ ଅମିତ ଶାହାଙ୍କ ବଡ଼ ଘୋଷଣା, ବଢିଯିବ କଂଗ୍ରେସ- ଆପର ଟେନସନ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀ ଚଳିତ ବର୍ଷ ଶେଷରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ହୋଇସାରିଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ…

T20Iରେ ଅନ୍ତ ଘଟିଲା ‘ରୋହିତ-କୋହଲି’ ଯୁଗ, ଆଖ୍ୟା ସହ ମିଳିଲା ସ୍ମରଣୀୟ ବିଦାୟ

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ବିଶ୍ୱ କପ ୨୦୨୪ର ଟାଇଟଲ ଜିତିବା ପରେ ଫର୍ମାଟରେ ସନ୍ୟାସର ଘୋଷଣା କରିଛନ୍ତି । କୋହଲି ଏବଂ ରୋହିତଙ୍କ ଟୀମ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି । ରୋହିତଙ୍କ…

ଭାରତ ଜିତିବା ପରେ ସନ୍ୟାସ ପାଇଁ ଘୋଷଣା କଲେ ବିରାଟ କୋହଲି, କହିଲେ ଏହି କଥା..

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ ୨୦୨୪ର ଫାଇନାଲ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇ ଦ୍ୱିତୀୟ ଥର ଚାମ୍ପିୟନ ହେବାର ଗୌରବ ହାସଲ କରିଛି । ଏହି ମ୍ୟାଚରେ ବିରାଟ କୋହଲି ୭୬ ରନର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ…

ଜମି ବିବାଦରେ ମହିଳାଙ୍କୁ ପିଟିପିଟି ହତ୍ୟା, ଜଣେ ଅଟକ

କେନ୍ଦ୍ରାପଡ଼ା: ଜମି ବିବାଦକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯିବା ଘଟଣା ସାମ୍ନାକୁ ଆସିଛି । ସଦର ଥାନା ସାହାସପୁର ଗାଁରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଜମି ବିବାଦକୁ ନେଇ କଳହ ଲାଗିଥିଲା । ଏହାପରେ ପିଟାପିଟି…

ଅମରନାଥ ଯାତ୍ରାର ପ୍ରଥମ ଦିନ ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କୁ କଲେ ଦର୍ଶନ

ନୂଆଦିଲ୍ଲୀ: ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ପ୍ରତି ବର୍ଷ ହେଉଥିବା ପବିତ୍ର ଅମରନାଥ ଯାତ୍ରା ଶନିବାରଠାରୁ ଆରମ୍ଭ ହୋଇସାରିଛି । ଏହି ଯାତ୍ରାର ପ୍ରଥମ ଦିନ ପାଖାପାଖି ୧୦ ହଜାର ଭକ୍ତ ବାବା ବର୍ଫାନୀଙ୍କ ଦର୍ଶନ…

ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କୁ କାହିଁକି ହୁଏ ଜ୍ୱର, ଜାଣନ୍ତୁ କିପରି ହୋଇଥାଏ ଚିକିତ୍ସା

ଓଡ଼ିଶା ଭାସ୍କର: ପାଖେଇ ଆସୁଛି ଭକ୍ତ ଏବଂ ଭଗବାନଙ୍କ ମିଳନର ପର୍ବ ରଥଯାତ୍ରା । ଏଥିପାଇଁ ସାରା ବିଶ୍ୱ ଚଳଚଞ୍ଚଳ ହୋଇଉଠିଛି । ପୁରୀରେ କୋଟି କୋଟି ଲୋକେ ଏହି ପର୍ବରେ ସାମିଲ ହୋଇଥାଆନ୍ତି । ଏହି ରଥଯାତ୍ରା ପୂର୍ବରୁ…