ଲୋକସଭାରେ ଆଜି ଆଗତ ହେବ ସଂଶୋଧିତ ୱାକଫ ବିଲ୍, ୮ ଘଣ୍ଟା ଚାଲିବ ଚର୍ଚ୍ଚା
ନୂଆଦିଲ୍ଲୀ: ଲୋକସଭାରେ ଆଜି ଦ୍ୱିପ୍ରହର ୧୨ଟାରେ ୱାକଫ ବିଲ୍ ଆଗତ କରାଯିବ । ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରେନ ରିଜିଜୁ ଏହି ବିଲକୁ ଲୋକସଭାରେ ଜାରି କରିବେ ।
ଏହି ବିଲ ଉପରେ ଚର୍ଚ୍ଚା ପାଇଁ ୮ ଘଣ୍ଟା ସମୟ ଧାର୍ଯ୍ୟ…