ଭୟଙ୍କର ହେଲା MPOX ର ନୂଆ ଷ୍ଟ୍ରେନ, ମହିଳାମାନଙ୍କ ଗର୍ଭପାତ ଏବଂ ଶିଶୁଙ୍କର ହେଉଛି ମୃତ୍ୟୁ, ବୈଜ୍ଞାନିକ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଏମପକ୍ସ ଭାଇରସକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଜାରି କଲେ । ଅନୁସନ୍ଧାନକାରୀ କହିଛନ୍ତି ଯେ, ଏମପକ୍ସର ନୂଆ ଷ୍ଟ୍ରେନ ଅଧିକ ଭୟଙ୍କର ଏବଂ ଲୋକଙ୍କ ମଧ୍ୟରେ ଅତି ସହଜରେ ବ୍ୟାପୁଛି । ଏହା କଙ୍ଗୋ…

ସବୁ ରିଚାର୍ଜ ହେଲା ମହଙ୍ଗା, ୩ ଜୁଲାଇ ପୂର୍ବରୁ ପେମେଣ୍ଟ କଲେ ପାଇବେ ୨୫% ରିହାତି

ନୂଆଦିଲ୍ଲୀ: ଦେଶର ଶ୍ରେଷ୍ଠ ଦୂରସଞ୍ଚାର କମ୍ପାନୀ ଜିଓ ଜୁଲାଇ ୩ ତାରିଖରୁ ମୋବାଇଲ ରିଚାର୍ଜ ଦରରେ ୧୨ ରୁ ୨୫ ପ୍ରତିଶତ ବୃଦ୍ଧି କରିବ । ଗୁରୁବାର ଦିନ କମ୍ପାନୀ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଜିଓ ପାଖାପାଖି…

(Video) ସାମ୍ନାକୁ ଆସିଲା ସୋନାକ୍ଷୀ ସିହ୍ନାଙ୍କ ବିବାହର Unseen ଭିଡିଓ, ଅଭିନେତ୍ରୀ କହିଲେ ‘ୟହ ଏକଦମ ସହି ଥା’

ନୂଆଦିଲ୍ଲୀ: ବଲିଉଡ଼ର ବରିଷ୍ଠ କଳାକାର ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନା୩ୀ ସିହ୍ନାଙ୍କ ବିବାହ ୨୩ ଜୁନ ଅଭିନେତା ଜହୀର ଇକବାଲଙ୍କ ସହ ହୋଇଛି । ସେ ସର୍ବ ପ୍ରଥମେ ରେଜିଷ୍ଟର ମ୍ୟାରେଜ କରିଛନ୍ତି । ପରେ ମୁମ୍ବାଇରେ ଏକ…

ଟି-୨୦ ବିଶ୍ୱକପ୍‌: ଫାଇନାଲରେ ଏଣ୍ଟ୍ରୀ କଲା ଭାରତ, ଏବେ ସାଉଥ ଆଫ୍ରିକାର ପାଳି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଫାଇନାଲରେ ପାଦ ଥାପିଛି ଭାରତ । ଇଂଲଣ୍ଡକୁ ୬୮ ରନରେ ହରାଇ ଫାଇନାଲରେ ପହଞ୍ଚିଲା ଭାରତ ।ଏଥିସହ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଟୀମ ୱାର୍ଲଡ କପ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ…

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଇମରଜେନ୍ସିର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ବିବାହିତ ମହିଳାମାନଙ୍କୁ ଦେଉନାହାନ୍ତି ଚାକିରି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ଫକ୍ସକନ ଇଣ୍ଡିଆ ନିଜ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ କାମରେ ରଖୁନାହିଁ । ଏଥିରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଦ୍ୱାରା ତାମିଲନାଡୁର ଶ୍ରମ ବିଭାଗରୁ ରିପୋର୍ଟ…

ହାତରେ କେତେ ଦିନ ରକ୍ଷାସୂତ୍ର ବାନ୍ଧିବା ଆବଶ୍ୟକ, ଜାଣନ୍ତୁ ଏହାର ୫ଟି ମହତ୍ତ୍ୱପୂର୍ଣ୍ଣ କଥା

ଓଡ଼ିଶା ଭାସ୍କର: ହିନ୍ଦୁ ପରମ୍ପରା ଅନୁଯାୟୀ, ଆମେ ସାଧାରଣତଃ ପୂଜା-ଯଜ୍ଞ- ମନ୍ଦିର ଆଦି ସ୍ଥାନମାନଙ୍କରେ ହାତରେ ରକ୍ଷାସୂତ୍ର ବାନ୍ଧିଥାଉ । କୌଣସି ପୂଜା ହେଲେ ଆମକୁ ପୁରହିତ ଏହାକୁ ପିନ୍ଧାଇଥାଆନ୍ତି । ଏହାର ନାମ…

୩୦୦୦ ହଜାର ଟଙ୍କା ଶସ୍ତା ହେଲା ସୁନା ଦର, ଆହୁରି କମିବ ମୂଲ୍ୟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଆଉ କିଛି ସମୟ ରହିଯାଆନ୍ତୁ । କାରଣ ଆସନ୍ତା ଦିନରେ ସୁନା ମୂଲ୍ୟ କମିପାରେ । ବଜେଟରେ ଗୋଲ୍ଡ-ସିଲଭରରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତର ରିହାତି ଦେଖିବାକୁ…

ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ, କହିଲେ ‘୧୦ ବର୍ଷର ସୁଶାସନ ଉପରେ ମୋହର’

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ ନବନିର୍ବାଚିତ ସାଂସଦଙ୍କୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲୋକସଭାକୁ ସମ୍ବୋନ୍ଧିତ କରି କହିଛନ୍ତି ଯେ, ଲୋକସଭା…

ଏଣିକି ନମ୍ବର ସହ ଦେଖାଯିବ କଲ୍ କରୁଥୁବା ବ୍ୟକ୍ତିଙ୍କ ନାମ, ଖୁବଶୀଘ୍ର ଆରମ୍ଭ ହେବ ଫ୍ରୀ କଲର ଆଇଡି ଡିସପ୍ଲେ ସର୍ଭିସ

ନୂଆଦିଲ୍ଲୀ: ଏଣିକି ଅଜଣା ନମ୍ବରରୁ ଆସୁଥିବା କଲରେ, କଲ୍ କରୁଥିବା ବ୍ୟକ୍ତିର ନାମ ମଧ୍ୟ ଆସିବ । ଟେଲିକମ କମ୍ପାନୀଗୁଡିକ ମୁମ୍ବାଇ ଏବଂ ହରିୟାଣା ସର୍କଲରେ କଲର ଆଇଡି ପ୍ରେଜେଣ୍ଟେସନର ଟ୍ରାୟଲ କରିଛନ୍ତି, ଯାହା ସଫଳ…