ବଡ଼ଦିନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ଼, ଭିଡ଼କୁ ଦୃଷ୍ଟିରେ ରଖାଯାଇ ନିଆଗଲା ନିଷ୍ପତ୍ତି
ପୁରୀ: ଆସନ୍ତା ବୁଧବାର ଦିନ ବଡ଼ଦିନ । ଡିସେମ୍ବର ୨୫ ତାରିଖକୁ ଦେଶ ବିଦେଶରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରୁଥିବା ବେଳେ ଓଡ଼ିଆମାନେ ଏହାକୁ ବଡ଼ଦିନ ରୂପେ ପାଳନ କରିଥାଆନ୍ତି । କୁହାଯାଏ ଯେ, ଏଦି ଦିନଠାରୁ…