ଚଳନ୍ତା ସ୍କୁଲ ବସ ଉପରକୁ ଗୁଳି ଚାଳନା, ଇଟା-ପଥର ବି ପକାଇଲେ ଆକ୍ରମଣକାରୀ, ଗାଡିରେ ଥିଲେ ୩୦-୩୫ ପିଲା
ନୂଆଦିଲ୍ଲୀ: ଉତ୍ତରରପ୍ରଦେଶର ଅମରୋହାରେ ଏକ ସ୍କୁଲ ବସ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି, କିନ୍ତୁ ବସ ଉପରେ ହୋଇଥିବା ଗୁଳିଚାଳନାରେ ପିଲାମାନେ ଭୟଭୀତ ହୋଇଛନ୍ତି ।…