ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୮ ଜଣଙ୍କ ଜୀବନ, ଜାଣନ୍ତୁ କେଉଁଠି ଏବଂ କେତେବେଳେ ଘଟିଲା ଏହି ଅଘଟଣ
ନୂଆଦିଲ୍ଲୀ: ସକାଳୁ ସକାଳୁ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରୁ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଗୋଟିଏ ଦୁର୍ଘଟଣାରେ ୫ଜଣଙ୍କ ପ୍ରାଣହାନି ଘଟିବା ବେଳେ ଅନ୍ୟ ଦୁର୍ଘଟଣାରେ ୩ ଜଣ ଲୋକେ ମୃତ୍ୟୁବରଣ କରିଛନ୍ତି।…