‘ମୃତ୍ୟୁ ବ୍ୟତୀତ ଚଳିବନି କୌଣସି ବାହାନା..’, କର୍ମଚାରୀଙ୍କ ଦୁର୍ଘଟଣାରେ ଏପରି କହିଲେ ମାଲିକ
ନୂଆଦିଲ୍ଲୀ: କର୍ପୋରେଟ୍ ସଂସ୍ଥାଗୁଡିକରେ ୱାର୍କ କଲଚରକୁ ନେଇ ପ୍ରାୟତଃ ବିତର୍କ ଦେଖିବାକୁ ମିଳିଥାଏ। ଅନେକ ଥର, ନିମ୍ନ ସ୍ତରର କର୍ମଚାରୀଙ୍କ ଉପରେ କାର୍ଯ୍ୟ ଚାପ ଏତେ ମାତ୍ରାରେ ଅଧିକ ହୁଏ ଯେ 'ମାନବିକତା' ମଧ୍ୟ…