WhatsAppରେ ଠକେଇ! ଚାରି ରାଜ୍ୟର ପୋଲିସ ଦେଲେ ଚେତାବନୀ, ନ ମାନିଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ
ନୂଆଦିଲ୍ଲୀ: ଭାରତରେ ଏହି ସମୟରେ ବିବାହ ସିଜନ ଚାଲୁରହିଛି। ତେବେ ଏହି ସମୟରେ ସ୍କାମର୍ସଙ୍କ ନଜର ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିବା ଉପରେ ରହୁଛି। ସ୍କାମର୍ସ ଲୋକଙ୍କୁ ଜାଲରେ ଫସାଇବାର ଏକ ନୂଆ ପଦ୍ଧତି…