Whatsappର ୧୭,୦୦୦ ଆକାଉଣ୍ଟ ବ୍ଲକ! ଜାଣନ୍ତୁ ଭାରତ ସରକାର କାହିଁକି ନେଲେ ଏପରି ନିଷ୍ପତ୍ତି
ନୂଆଦିଲ୍ଲୀ: ଭାରତ ସରକାର ୧୭୦୦୦ରୁ ଅଧିକ ହ୍ୱାଟ୍ସଆପ ଆକାଉଣ୍ଟ ବ୍ଲକ କରିଦେଇଛନ୍ତି । ଏହି ଆକାଉଣ୍ଟ ଦକ୍ଷିଣ-ପୂର୍ବ ଏସିଆର ହ୍ୟାକରଙ୍କର ଅଟେ, କାରଣ ଯାଞ୍ଚରୁ ଜଣାପଡିଛି ଯେ, ଇନଭେଷ୍ଟମେଣ୍ଟ ପ୍ରୋଫିଟ ଅଫର୍ସ ଦେଇ,…