ଆମେରିକାରେ ରୋଜଗାରକୁ ଦ୍ୱିଗୁଣିତ କରିବ OYO, ୫୨୫ ମିଲିୟନ ଡଲାରରେ କିଣୁଛି ଏହି ହୋଟେଲ କମ୍ପାନୀ
ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ଟଅପ କମ୍ପନୀ OYO ଦେଶ ବାହାରେ ନିଜ ବ୍ୟବସାୟ ବିସ୍ତାର କରୁଛି। ଏହା ଦ୍ୱାରା କମ୍ପାନୀ ଆମେରିକାରେ ଏକ ବଡ଼ ଡିଲ କରିବାକୁ ଯାଉଛି। ଏହି ଡିଲ୍ ସଂପୂର୍ଣ୍ଣ ଭାବେ କ୍ୟାଶରେ ହେବାକୁ ଯାଉଛି।…