(Video) ଲେବାନନରେ ପୁଣି ବିସ୍ଫୋରଣ; ପେଜର, ୱାକି-ଟକି ପରେ ଏବେ ଘରର ସୋଲାର ଏନର୍ଜୀ ସିଷ୍ଟମକୁ ଟାର୍ଗେଟ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଲେବାନନରେ ପେଜରରେ ହୋଇଥିବା ବିସ୍ଫୋରଣ ପରେ ୧୮ ସେପ୍ଟେମ୍ବରରେ ମଧ୍ୟ ଦେଶର ଅନେକ ଭାଗରେ ଅନ୍ୟ ଇଲେକ୍ଟ୍ରୋନିକ୍ସ ଉପକରଣରେ ବିସ୍ଫୋରଣ ଘଟିଛି, ଯେଉଁଥିରେ ୧୪ ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ୪୫୦ ଅନ୍ୟ…

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ପରେ ଏବେ ଠାଣେରେ ଉଡିଲା ପାଲେଷ୍ଟାଇନ ପତାକା

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଠାଣେର ମୁମ୍ବ୍ରା ଅଞ୍ଚଳ ମଧ୍ୟରେ ଇଦ-ଏ-ମିଲାଦ-ଉନ-ନବୀ ଅବସରରେ ଏକ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା। ରିପୋର୍ଟ ମୁତାବକ, ଶୋଭାଯାତ୍ରାରେ ସାମିଲ ଲୋକମାନେ ଏହି ସମୟରେ…

Test Cricket: ଧଳା ବଲ୍ ରେ କାହିଁକି ଖେଳା ଯାଏନି ଟେଷ୍ଟ ମ୍ୟାଚ, ରେଡ୍ ବଲର ହିଁ ବ୍ୟବହାର……

ଓଡ଼ିଶା ଭାସ୍କର: କ୍ରିକେଟ୍ ଇତିହାସରେ ସର୍ବପ୍ରଥମେ ୧୮୭୭ ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳା ଯାଇଥିଲା । ପରବର୍ତ୍ତୀ ସମୟରେ ଏହାର ଅନେକ ଦଶକ ପରେ ଦିନିକିଆ କ୍ରିକେଟର ଆଗମନ ହୋଇଥିଲା ।…

ସାହାରା ଗ୍ରୁପ ଜମାକାରୀଙ୍କ ପାଇଁ ରିଫଣ୍ଡ ଲିମିଟ ବଢାଇଲେ ସରକାର, ଆଗାମୀ ୧୦ ଦିନରେ ହେବ ୧,୦୦୦ କୋଟିର ପେମେଣ୍ଟ

ନୂଆଦିଲ୍ଲୀ: ସରକାର ସାହାରା ଗ୍ରୁପ ସମବାୟ ସମିତିର ଛୋଟ ଜମାକାରୀଙ୍କ ପାଇଁ ରିଫଣ୍ଡ ଲିମିଟର ରାଶି ସୀମା ୧୦,୦୦୦ରୁ ବଢି ୫୦,୦୦୦ ଟଙ୍କା କରାଯାଇଛି। ସହଯୋଗ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର ଦିନ ଏହି ସୂଚନା…

ଅଟୋ ଉପରେ ମାଡିଗଲା ହାଇୱା, ୭ ମୃତ, ୧୦ ଗୁରୁତର ଆହତ

ଜବଲପୁର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି। ଏଥିରେ ୭ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ମଧ୍ୟପ୍ରଦେଶର ଜବଲପୁରଠାରେ ଘଟିଛି। ଆହତଙ୍କୁ ଜିଲ୍ଲା…

‘ୱାନ ନେସନ- ୱାନ ଇଲେକ୍ସନ’କୁ ନେଇ ଆସିଲା ପିଏମ ମୋଦୀଙ୍କ ବଡ଼ ବିବୃତ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଏକ ଦେଶ, ଏକ ନିର୍ବାଚନ ଉପରେ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା କରାଯାଇଥିବା ସୁପାରିଶକୁ କ୍ୟାବିନେଟ୍ ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହି ପଦକ୍ଷେପକୁ ଆଗେଇ ନେବା…

୨୦ ସେପ୍ଟେମ୍ବରରୁ ଗୁଗଲ ବନ୍ଦ କରିଦେବ ଏହି ୟୁଜର୍ସଙ୍କ Gmail, ଏପରି ବଞ୍ଚାଇ ପାରିବେ ନିଜ ଆକାଉଣ୍ଟ

ନୂଆଦିଲ୍ଲୀ: ଯେତିକି ଲୋକେ ସ୍ମାର୍ଟଫୋନ ବା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ସେମାନଙ୍କ ମଧ୍ୟରୁ ୯୯ ପ୍ରତିଶତ ଲୋକଙ୍କ ପାଖରେ ଗୁଲର ଜିମେଲ ଆଇଡି ଅଛି। ଗୁଗଲ ବେଳେ ବେଳେ ଜିମେଲ ପାଇଂ ନୂଆ ନୂଆ ନିୟମ ଲଗାଇଥାଏ। ଗୁଗଲ…

ୱାନ ନେସନ- ୱାନ ଇଲେକ୍ସନ କିପରି କରିବ କାମ; ଜାଣନ୍ତୁ ଏହାର ଫାଇଦା ଏବଂ ଅସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରିଥିବା ଆଉ ଏକ ପ୍ରତିଜ୍ଞାକୁ ପୂରଣ କରିଛନ୍ତି। ମୋଦୀ କ୍ୟାବିନେଟ ୱାନ ନେସନ- ୱାନ ଇଲେକ୍ସନର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏହା ଦ୍ୱାରା ଲୋକସଭା ଏବଂ…

‘ଭାରତରେ କ୍ୟାନ୍ସର ଭଳି ବ୍ୟାପୁଛି ଦୁର୍ନୀତି, ଏହା ବିରୋଧରେ ଯୁବକମାନେ ଆଗକୁ ଆସିବା ଉଚିତ୍‌’: ହାଇକୋର୍ଟ

ନୂଆଦିଲ୍ଲୀ: ଭାରତରେ ଦୁର୍ନୀତି କ୍ୟାନ୍ସର ଭଳି ବ୍ୟାପିବାରେ ଲାଗିଛି। ଏଥିପାଇଁ ଯୁବକମାନଙ୍କୁ ଲଢିବା ଲାଗି ଆଗକୁ ଆସିବାକୁ ପଡିବ। ଏହି ଟିପ୍ପଣୀ ରାଜସ୍ଥାନ ହାଇକୋର୍ଟର ବିଚାରପତି ଅଶୋକ କୁମାର ଜେନ ଏକ ଅପରାଧିକ ଆବେଦନ…

ଆତିଶୀ ୨୧ ସେପ୍ଟେମ୍ବରରେ ନେବେ ମୁଖ୍ୟମନ୍ତ୍ରୀ ପଦର ଶପଥ, ସରକାର ଗଠନ ପାଇଁ ଡକାଇଲେ ଏଲଜି

ନୂଆଦିଲ୍ଲୀ: ଦିଲ୍ଲୀରେ ଆତିଶୀଙ୍କ ନେତୃତ୍ୱରେ ୨୧ ସେପ୍ଟେମ୍ବରରେ ଆମ ଆଦମୀ ପାର୍ଟୀର ସରକାର ହେବେ। ଆମ୍ ଆଦମୀ ପାର୍ଟୀର ବିଧାୟକ ଦଳର ନେତା ଆତିଶୀଙ୍କୁ ଏଲଜି ବିକେ ସାକ୍ସେନା ୨୧ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦର…