ବାଂଲାଦେଶ ଟେଷ୍ଟ ପୂର୍ବରୁ ରୋହିତ ଶର୍ମାଙ୍କ ପ୍ରେସ କନଫ୍ରେନ୍ସ, କହିଲେ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ ସିରିଜ

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ମ୍ୟାଚର ଟେଷ୍ଟ ସିରିଜର ଆରମ୍ଭ ୧୯ ସେପ୍ଟେମ୍ବରରୁ ହେଉଛି। ସିରିଜର ପ୍ରଥମ ମୁକାବିଲା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରେସ କନଫ୍ରେନ୍ସ କରିଛନ୍ତି,…

ଆଇସିସିର ବଡ଼ ଘୋଷଣା, ପୁରୁଷ ଏବଂ ମହିଳା ଟିମଙ୍କୁ ମିଳିବ ସମାନ ପୁରସ୍କାର ରାଶି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆସିସି) ଏକ ବଡ଼ ଘୋଷଣା କରିଛି। ଆଇସିସି ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା ଟିମଙ୍କୁ ସମାନ ପୁରସ୍କାର ରାଶି ମିଳିବ। ଡରବନରେ ଆଇସିସିର ବାର୍ଷିକ ସମ୍ମିଳନୀରେ…

(Video) ‘ଓଡ଼ିଶା ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନାର ସୁବିଧା’; ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୭୪ତମ ଜନ୍ମଦିନ ଅବସରରେ ଓଡ଼ିଶା ଗସ୍ତ କରି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ଜନତା ମଇଦାନରେ ଉଦବୋଧନ ଦେଉଛନ୍ତି। ପିଏମ ମୋଦୀ…

୯୮ ଗ୍ରାମର ଶୁଆ ଭିତରେ ଥିଲା ୨୦ ଗ୍ରାମର ଟ୍ୟୁମର, ୨ ଘଣ୍ଟାର ଅପରେସନ ପରେ ବଞ୍ଚାଗଲା ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏକ ୨୦ ବର୍ଷୀୟ ଶୁଆର ଅପରେସନ ହୋଇଛି। ପଶୁ ହସ୍ପିଟାଲର ଡାକ୍ତର ନିଜ ଟିମ ସହ ମିଶି ଏହି ଅପରେସନକୁ ସଫଳ କରିଛନ୍ତି। ଏଥିରେ ଶୁଆର ପେକ ପାଖରୁ…

ଟ୍ରମ୍ପଙ୍କୁ ମାରିବା ପାଇଁ ୧୨ ଘଣ୍ଟା ଜଗିଥିଲା ଅଭିଯୁକ୍ତ, ଷଡଯନ୍ତ୍ରର ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ମାମଲାର ଅଭିଯୁକ୍ତ ସମସ୍ତ ପ୍ଲାନିଙ୍ଗ କରିଥିଲା। ଅଭିଯୁକ୍ତ ଫ୍ଲୋରିଡାରେ ଗୋଲ୍ଫ କୋର୍ସ ବାହାରେ ନିଜର ରାଇଫଲ ଏବଂ ଖାଦ୍ୟ ସାମଗ୍ରୀ…

ବିଜେପି କାଉନସିଲରଙ୍କ ଉପରେ ଗୁଳିମାଡ଼, ମର୍ଣ୍ଣିଂ ୱାକରେ ବାହାରିଥିଲେ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଅପରାଧ ବଢିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ଫିରୋଜାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଫିରୋଜାବାଦରେ ଭାରତୀୟ ଜନତା ପାର୍ଟୀର କାଉନସିଲର ଅଲୀମ ଭୋଲାଙ୍କୁ ଅଜଣା ଲୋକେ…

ପିଏମ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୪ତମ ଜନ୍ମଦିବସ। ଏହି ଅବସରରେ ସେ ଆଜି ଓ ଡ଼ିଶା ଗସ୍ତ କରି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରି ମହିଳାମାନଙ୍କୁ ଭେଟି ଦେବେ। ତେବେ ପିଏମଙ୍କ ଜନ୍ମଦିନ ଅବସରରେ…

ଆଜି ଇସ୍ତଫା ଦେବେ କେଜ୍ରିୱାଲ! ବିଧାୟକ ଦଳର ବୈଠକରେ ଘୋଷଣା ହେବ ଆଗାମୀ ସିଏମଙ୍କ ନାମ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଅର୍ଥାତ ଆଜି ଇସ୍ତଫା ଦେଇପାରନ୍ତି। ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟୀର ବିଧାୟକ ଦଳର ବୈଠକ ୧୧ଟା ୩୦ ମିନିଟରେ ହେବ। ଏହି ବୈଠକରେ ଆମ୍ ଆଦମୀ…

(Video) ଷ୍ଟେଜରେ ନିକ ଜୋନାସଙ୍କୁ ‘ବାର୍ଥଡେ’ କିସ୍‌’ ଦେଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରାଙ୍କ ସ୍ୱାମୀ ନିକ ଜୋନାସ ୧୬ ସେପ୍ଟେମ୍ବରରେ ନିଜର ୩୧ତମ ଜନ୍ମଦିନ ପାଳନ କରିଛନ୍ତି। ସେଲିବ୍ରେସନ ସମୟର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ନିକ ଲଣ୍ଡନରେ ନିଜର…

କମିଶନରଙ୍କ ନିଲମ୍ବନ ଦାବିକୁ ମାନିଲେ ମମତା, ହେଲେ କାମକୁ ଯିବେନି ଡାକ୍ତର, ଜାଣନ୍ତୁ କେଉଁ ଡିମାଣ୍ଡ ଉପରେ ଅଟକିଲା କଥା

ନୂଆଦିଲ୍ଲୀ: କୋଲକାତା ଟେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସିଏମ କୋଲକାତାର ପୋଲିସ କମିଶନର ବିନୀତ ଗୋୟଲ ଏବଂ ଡେପୁଟି କମିଶନରଙ୍କୁ ପଦରୁ…