ସ୍ୱୟଂ ଯୀଶୁ ଶୁଣୁଛନ୍ତି ଭକ୍ତଙ୍କ ଦୁଃଖ, କହୁଛନ୍ତି ସମସ୍ୟାର ଉପାୟ, ଏହି ଚର୍ଚ୍ଚରେ ଦର୍ଶନ ଦେଉଛନ୍ତି ଈଶ୍ୱର

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଖୁବ ଜୋରରେ ବଢିବାରେ ଲାଗିଛି । ଏଆଇର ବ୍ୟବହାର ବର୍ତ୍ତମାନ ଧାର୍ମିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ କରାଯାଉଛି । ତେବେ ସ୍ୱିଜରଲ୍ୟାଣ୍ଡର ଲୂସର୍ନ ସହରରେ ଏକ…

ଶୀତଦିନେ କାହିଁକି ହୁଏ ଅଧିକ ହୃଦଘାତ, ଜାଣନ୍ତୁ ଏହି ଋତୁରେ ନିଜର କିପରି ନେବେ ଯତ୍ନ

ଓଡ଼ିଶା ଭାସ୍କର: ଭାରତରେ ଶୀତର ଆଗମନ ହୋଇସାରିଛି । ଭାରତୀୟ ମହାଦ୍ୱୀପରେ ଧୀରେ-ଧୀରେ ଥଣ୍ଡା ବଢିବାକୁ ଲାଗିଛି । ଏହି ସମୟରେ ଲୋକଙ୍କୁ ଥଣ୍ଡା ବ୍ୟତୀତ ଅନ୍ୟ ଜିନିଷ ଉପରେ ଅଧିକ ଧ୍ୟାନ ରଖିବା ଆବଶ୍ୟକ । କାରଣ ଏହି ଶୀତ…

ଟ୍ରେନରେ ମିଳୁଥିବା କମ୍ବଳକୁ କେତେ ଦିନରେ ଥରେ କରାଯାଏ ସଫା, ନିଜେ ଉତ୍ତର ଦେଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକେ ଟ୍ରେନରେ ଯାତ୍ରା କରୁଛନ୍ତି । ତେବେ ଏହି ଟ୍ରେନରେ ଯାତ୍ରୀମାନଙ୍କୁ ଦିଆଯାଉଥିବା କମ୍ବଳ-ବେଡସିଟ ଏବଂ ତକିଆ କେତେ ଦିନରେ ଥରେ ସଫା କରାଯାଏ, ଏନେଇ ନିଜେ ରେଳ ମନ୍ତ୍ରୀ…

ସାପମାନେ ଚନ୍ଦନ ଗଛରେ ରହିବାକୁ କାହିଁକି ଭଲପାଆନ୍ତି, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ଚନ୍ଦନ ଗଛରେ ଅଧିକ ସାପ ରହିଥାଆନ୍ତି। ଏହାର କାରଣ ହେଉଛି ଚନ୍ଦନର ସୁଗନ୍ଧ ସାପଙ୍କୁ ଭଲ ଲାଗିଥାଏ। ଅନେକ ରିପୋର୍ଟରୁ ଜଣାପଡିଛି ଯେ, ସାପଙ୍କ ଆଘ୍ରାଣ ଶକ୍ତି ବା ଶୁଙ୍ଘିବା ଶକ୍ତି ଅଧିକ ଥାଏ। ସାପ କେବଳ…

ଲଞ୍ଚ ହେବା ପୂର୍ବରୁ ଲିକ୍ ହୋଇଗଲା Redmi Note 14 ସିରିଜର ମୂଲ୍ୟ, ଏଠାରେ ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ ୯ ଡିସେମ୍ବରରେ ନିଜର ନୂଆ ସ୍ମାର୍ଟଫୋନ ରେଡମି ନୋଟ ୧୪ ସିରିଜକୁ ଲଞ୍ଚ କରିବାକୁ ଯାଉଛି । ଏହି ସିରିଜରେ ତିନୋଟି ସ୍ମାର୍ଟଫୋନ ଲଞ୍ଚ କରାଯିବ, ଯେଉଁଥିରେ ରେଡମୀ…

Google Mapsର କୋଟି କୋଟି ୟୁଜର୍ସ ଧ୍ୟାନ ଦିଅନ୍ତୁ, ଯଦି ଏହି କାମ କରିବେନି, ତେବେ ଡିଲିଟ ହୋଇଯିବ ଡାଟା

ନୂଆଦିଲ୍ଲୀ: ଗୁଗଲ ମ୍ୟାପ୍ସ କମ୍ପାନୀ ନିଜର ଲୋକେସନ ହିଷ୍ଟ୍ରୀ ସେଭ୍ କରିବାର ପ୍ରଣାଳୀ ପରିବର୍ତ୍ତନ କରିବାକୁ ଯାଉଛି । ଗୁଗଲ ଗତ ବର୍ଷ ଘୋଷଣା କରିଥିଲାଯେ, ୟୁଜର୍ସ ନିଜ ଟାଇମଲାଇନ ଡାଟାକୁ ବା ଡିଭାଇସରେ ସେଭ୍…

‘ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ’, ଅରବିନ୍ଦ କେଜ୍ରୱାଲ ବଡ଼ ଦାବି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ଦୁନିଆର ସବୁଠୁ ଅସୁରକ୍ଷିତ ରାଜଧାନୀ । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଆଇନ-ବ୍ୟବସ୍ଥା କରିବାରେ…

ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପୁଣି ପଥରମାଡ଼, ଟ୍ରେନର ଭାଙ୍ଗିଲା କାଚ

ନୂଆଦିଲ୍ଲୀ: ଦେହରାଡୁନରୁ ଆନନ୍ଦ ବିବାହର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ବୁଧବାର ଦିନ ପଥରମାଡ଼ କରାଯାଇଥିଲା । ଏହି ଘଟଣା ମେରଠରୁ ମୋଦୀନଗର ଆସିବା ସମୟରେ ଷ୍ଟେସନରୁ ୫କିମି ପୂର୍ବରୁ ଏହି ପଥରମାଡ଼ ହୋଇଛି ।…

ଗୁରୁବାରରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ରେଟ୍ କେତେ

ନୂଆଦିଲ୍ଲୀ: ସୁନା ମୂଲ୍ୟ ଗୁରୁବାର ଦିନ ହ୍ରାସ ପାଇଛି । ଫ୍ୟୁଚର ବଜାରରେ ସୁନା ରେଡ୍ ଟାର୍ଗେଟରେ ଟ୍ରେଣ୍ଡ କରିବା ଦେଖିବାକୁ ମିଳିଛି । ଏମସିଏକ୍ସ ଏକ୍ସଚେଞ୍ଜରେ ଗୁରୁବାର ୫ ଫେବୃଆରୀ ୨୦୨୫ର ଡେଲିଭରୀ ସୁନା ୦.୩୧…

(Video) ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ହଟିଲା ବଚ୍ଚନ ସରନେମ, ଫ୍ୟାନ୍ସଙ୍କୁ ଲାଗିଲା ଝଟକା!

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଗ୍ଲାମରସ ଲୁକ ଏବଂ ପର୍ସନାଲିଟି ପାଇଁ ସର୍ବଦା ଲାଇମ ଲାଇଟରେ ରୁହନ୍ତି । ଗତ କିଛି ସମୟରୁ ତାଙ୍କର ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ରର ଖବର…