‘ରାଜ୍ୟକୁ ୧ ନମ୍ବର କରିବାକୁ ପ୍ରୟାସ କରାଯିବ’: ନାମ ଘୋଷଣା ପରେ ମୋହନ ମାଝୀଙ୍କ ପ୍ରତିକ୍ରିୟା
ଭୁବନେଶ୍ୱର: ଆଜି ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ବିଜେପି କାର୍ଯ୍ୟାଳୟରେ ଘୋଷଣା ପାଇଛି । ସର୍ବସମ୍ମତିକ୍ରମେ ମୋହନ ମାଝୀ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ହେବା ପରେ…