ବିହାର ନୁହେଁ, ଦିଲ୍ଲୀର ଏହି ଆସନରୁ ଲୋକସଭା ନିର୍ବାଚନ ଲଢିପାରନ୍ତି କହ୍ନେୟା କୁମାର!

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସର କହ୍ନେୟା କୁମାରଙ୍କୁ ଦିଲ୍ଲୀର ଉତ୍ତର ପୂର୍ବ ଆସନରୁ ପ୍ରାର୍ଥୀ କରାଯାଇପାରେ । ମିଳିଥିବା ସୂତ୍ର ଅନୁଯାୟୀ, ତାଙ୍କ ନାମରେ ଶେଷ ମୋହର ଆଜି ହେବାକୁ ଥିବା କଂଗ୍ରେସର…

ଗରିବ ପରିବାରର ମହିଳାଙ୍କୁ ମିଳିବ ବାର୍ଷିକ ୧ ଲକ୍ଷ ଟଙ୍କା, ଜାଣନ୍ତୁ ମହାଲକ୍ଷ୍ମୀ ସ୍କିମ ବିଷୟରେ..

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ର ବିଗୁଲ ବାଜି ସାରିଛି । ସମସ୍ତ ରାଜନୈତିକ ଦଳ ଭିନ୍ନ-ଭିନ୍ନ ଉପାୟରେ ଭୋଟମାନଙ୍କୁ ନିଜ ପକ୍ଷରେ ଆଣିବାକୁ ପ୍ରୟାସ କରୁଛନ୍ତି । ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ…

ଖରାଦିନେ ତରଭୂଜ କାହିଁକି ଖାଇବା ଆବଶ୍ୟକ? ଜାଣନ୍ତୁ କ’ଣ କହୁଛନ୍ତି ହେଲ୍‌ଥ ଏକ୍ସପର୍ଟ

ଓଡ଼ିଶା ଭାସ୍କର: ଗ୍ରୀଷ୍ମ ଦିନେ ତରଭୂଜ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଆସନ୍ତୁ ଏହା ପଛରେ ଥିବା କିଛି କାରଣ ବିଷୟରେ ଜାଣିବା । ତରଭୂଜରେ ଅଧିକ ପରିମାଣରେ ପାଣି ରହିଥାଏ ଯେଉଁ କାରଣରୁ ଏହି ଫଳକୁ ଖାଇବାରେ ଆପଣଙ୍କ…

Big Breaking: ୪୩ ଡିଗ୍ରୀ ଛୁଇଁଲା ରାଜଧାନୀର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭୁବନେଶ୍ୱରର ତାପମାତ୍ରା ଦିନ ୨ଟା ପରେ ୪୩.୨ ଡିଗ୍ରୀ ଛୁଇଁ ରେକର୍ଡ କରିଛି । ତେବେ ୪୦ ଡିଗ୍ରୀ ଉପରେ ୪ଟି ସହରର ତାପମାତ୍ରା ରହିଛି । ସମ୍ବଲପୁରର…

ଚୈତ୍ର ନବରାତ୍ରୀରେ ଗଜକେସରୀ ରାଜଯୋଗ, ଏହି ୩ଟି ରାଶିର ଚମକିବ ଭାଗ୍ୟ, ଦୂର ହେବ ଆର୍ଥିକ ସମସ୍ୟା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ପରେ ରାଶି ପରିବର୍ତ୍ତନ କରନ୍ତି। ଏହି ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ ହେତୁ ଶୁଭ ଯୋଗ ଗଠନ ହୁଏ। ସମସ୍ତ ରାଶିର ଲୋକମାନେ…

ଏଣିକି ଗୁଗୁଲରେ ସର୍ଚ୍ଚ ପାଇଁ କରିବାକୁ ପଡିବ ପେମେଣ୍ଟ! ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଗୁଗୁଲ ସମଗ୍ର ବିଶ୍ୱରେ କୋଟି କୋଟି ଉପଭୋକ୍ତାଙ୍କୁ ଏକ ବଡ଼ ଝଟକା ଦେବାକୁ ଯାଉଛି। ଗୁଗୁଲରେ କିଛି ଖୋଜିବାକୁ ଉପଭୋକ୍ତାଙ୍କୁ ହୁଏତ ପେମେଣ୍ଟ କରିବାକୁ ପଡିବ। ଗୁଗୁଲ ଏପରି AI ସକ୍ଷମ ସନ୍ଧାନ ଫିଚର ଉପରେ…

Zero ହୋଇଗଲା ବାୟଜୁ ରବିନ୍ଦ୍ରନଙ୍କ ନେଟୱର୍ଥ, ଗୋଟିଏ ବର୍ଷ ପୂର୍ବରୁ ସଂପତ୍ତି ଥିଲା ୧୭ ହଜାର କୋଟି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବାଣିଜ୍ୟ ବ୍ୟବସାୟରେ ସର୍ବଦା ଲାଭ କ୍ଷତି ଲାଗି ରହିଥାଏ । ହେଲେ ଏଥିପାଇଁ ଜଣେ ବ୍ୟବସାୟୀଙ୍କ ସଂପତ୍ତି ଶୂନ ହୋଇଯିବା ଦୁଃଖଦାୟକ । ତେବେ ଏପରି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି । ବାୟଜୁସର…

(Video) RBI ର ଏହି ୱାର୍ଣ୍ଣିଂକୁ ଅଣଦେଖା କଲେ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି, ଭୁଲରେ ବି କରନ୍ତୁନି ଏହି ଭୁଲ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର କୋଟି କୋଟି ବ୍ୟାଙ୍କ ଆକାଉଁଣ୍ଟଧାରୀଙ୍କୁ ଚେତାବନୀ ଜାରି କରିଛନ୍ତି । ରିଜର୍ଭ ବ୍ୟାଙ୍କ ନିଜ ୱାର୍ଣ୍ଣିଂରେ ଖାତା ଧାରକଙ୍କୁ କହିଛନ୍ତି ଯେ, ନିଜର ଗୋଟିଏ ଭୁଲ ପାଇଁ…

Apple ତିଆରି କରୁଛି ମୋବାଇଲ ରୋବୋଟ, ଆପଣଙ୍କ ଈସାରାରେ କରିବ ଘରର ସବୁ କାମ

ନୂଆଦିଲ୍ଲୀ: Apple ନିଜ iPhone ସହ ଇନୋଭେସନ ପାଇଁ କାମ କରିବାକୁ ଚାହୁଁଛି । ଆମେରିକା ଟେକ କମ୍ପାନୀ ଦୁନିଆର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ବ୍ରାଣ୍ଡରୁ ଅନ୍ୟତମ । ଆପଲର ପ୍ରଡକ୍ଟସ ଭାରତରେ ନୁହେଁ, ସାରା…

(Video) ‘ବିଷଧର ସାପକୁ ବିଶ୍ୱାସ କରନ୍ତୁ, ହେଲେ ବିଜେପିକୁ ନୁହେଁ’: ମମତା ବାନାର୍ଜୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅଙ୍କ କଷା ଚାଲିଛି । ତେବେ ଏହାରି ମଧ୍ୟରେ ନେତାମାନଙ୍କ ମଧ୍ୟରେ ବିବାଦୀୟ ଟିପ୍ପଣୀ ମଧ୍ୟ ସାମ୍ନାକୁ ଆସୁଛି । ଏବେ ପଶ୍ଚିମବଙ୍ଗର…