ରମଜାନରେ ସବୁଠାରୁ ଭଲ ଖଜୁରୀ କିପରି ଚିହ୍ନିବେ, ଏହି ଟ୍ରିକରେ ଜାଣନ୍ତୁ ଅସଲି କିଏ ନକଲି କିଏ
ନୂଆଦିଲ୍ଲୀ: ରମଜାନର ମାସ ଆରମ୍ଭ ହୋଇସାରିଛି । ଏହି ମାମରେ ଲୋକେ ଦିନରେ ରୋଜା ରଖି ସଂଧ୍ୟା ସମୟରେ ଖଜୁରୀ ଖାଇ ରୋଜା ସମାପନ କରିଥାଆନ୍ତି । ଖଜୁରୀ କେବଳ ପରମ୍ପରା ପାଇଁ ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ।…