ବାପା କରିଥିଲା ଦୁଷ୍କର୍ମ.. ନାବାଳିକା ଗର୍ଭବତୀ ଝିଅ ଟ୍ରେନରେ ଦେଲା ଶିଶୁକୁ ଜନ୍ମ, ନବଜାତଙ୍କୁ ବ୍ୟାଗରେ ପୁରାଇ ଛାଡ଼ି ପଳାଇଲେ ଘର ଲୋକେ

ନୂଆଦିଲ୍ଲୀ: ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ଟ୍ରେନରେ ଶିଶୁକୁ ଜନ୍ମ ଦେଇଛି। ଏହାପରେ ନବଜାତକୁ ଏକ ବ୍ୟାଗରେ ଭର୍ତ୍ତି କରି ସେଠାରେ ଛାଡ଼ି ପଳାୟନ କରିଛନ୍ତି ପୂରା ପରିବାର ଲୋକେ।…

ଆଜି ପୁରୀ ଆସିବେ ୧୫ ଲକ୍ଷ ଶ୍ରଦ୍ଧାଳୁ, ସୁନାବେଶକୁ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ

ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ। ନିଜର ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ତେବେ ଏହି ସୁନାବେଶ ଦେଖିବା ଲାଗି ପୁରୀରେ ଆଜି ଜନସମୁଦ୍ର ଦେଖିବାକୁ ମିଳିବ। ସୁନାବେଶକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା…

ଏକ୍ସ-ବୟଫ୍ରେଣ୍ଡର BMW କାର୍ ଜାଳିଦେଲା ଯୁବତୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆମେ ସମସ୍ତେ ଚଳଚ୍ଚିତ୍ରରେ ଦେଖିଛୁ ଯେ, ଜଣେ ପାଗଳ ପୂର୍ବତନ ପ୍ରେମିକ ପ୍ରତିଶୋଧ ନେବା ପାଇଁ ଜଣେ ବ୍ୟକ୍ତିଙ୍କ ଗାଡ଼ି କିମ୍ବା ଅନ୍ୟାନ୍ୟ ମୂଲ୍ୟବାନ ଜିନିଷପତ୍ର ନଷ୍ଟ କରିଦିଏ। ତ୍ରିପୁରାରୁ ସମାନ ଏକ…

ଋଷଭ ପନ୍ତ ହେଲେ ‘ସିକ୍ସର କିଙ୍ଗ’, ରଚିଲେ ଇତିହାସ

ନୂଆଦିଲ୍ଲୀ: ଋଷଭ ପନ୍ତ ଏକ ସ୍ପେଶାଲ ଖେଳାଳି। Birminghamରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ପନ୍ତ ନିଜର ୬୫ ରନର ଇନିଂସରେ ପ୍ରଥମ ଛକା ମାରି ସ୍ପେଶାଲ କ୍ଲବରେ ସାମିଲ ହୋଇଛନ୍ତି।…

ଗାଭାସ୍କରଙ୍କ ୫୪ ବର୍ଷର ପୁରୁଣା ମହାରେକର୍ଡକୁ ଭାଙ୍ଗିଦେଲେ ଶୁଭମନ ଗିଲ୍‌, ପୁଣି ଶତକ ମାରି ରଚିଲେ ଇତିହାସ

ନୂଆଦିଲ୍ଲୀ: ଅଧିନାୟକ ଭାବେ ଇଂଲଣ୍ଡ ଗସ୍ତରେ ଯାଇଥିବା ଶୁଭମନ ଗିଲଙ୍କ ବ୍ୟାଟରୁ ଖାଲି ରନ ବର୍ଷା ହେଉଛି। ପ୍ରଥମେ ସେ ଲିଡ୍ସ ଟେଷ୍ଟରେ ଶତକ ହାସଲ କରିଥିଲେ। ତା'ପରେ ସେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୯ ରନ…

୭ ତାରିଖରେ ଲୋକମାନଙ୍କ ଅସୁବିଧା ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁଲାଇ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି। ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି ହେବ। ଦିନ ୧୦ଟା ୩୦ରେ ଆରମ୍ଭ ହେବ ଶୁଣାଣି। ପୂର୍ବରୁ ପଞ୍ଜିକରଣ ହୋଇଥିବା…

କପିଲ ଶର୍ମା ୬୩ ଦିନରେ କେମିତି କମାଇଲେ ୧୧ କିଲୋ ଓଜନ, ଫିଟନେସ୍ କୋଚ୍ ଖୋଲିଦେଲେ ରାଜ୍‌

ନୂଆଦିଲ୍ଲୀ: କମେଡି କିଙ୍ଗ କପିଲ ଶର୍ମା ବର୍ତ୍ତମାନ ନିଜର ଟ୍ରାନ୍ସଫର୍ମେସନକୁ ନେଇ ଚାରିଆଡେ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହାର ଖୁଲାସା ହୋଇଛି। କପିଲ ଶର୍ମାଙ୍କ ଫିଟନେସ୍ କୋଚ ୟୋଗେଶ ଭାଟେଜା ତାଙ୍କ ଫିଟନେସ୍…

ଟିମ୍ ଇଣ୍ଡିଆ ୧୩ ମାସ ଯାଏଁ ଯିବନି ଏହି ଦେଶ, ବଡ଼ ସିରିଜକୁ ସ୍ଥଗିତ ରଖିଲା BCCI

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାଂଲାଦେଶ ଗସ୍ତ ଅଫିସିଆଲ ଭାବେ ସ୍ଥଗିତ ହୋଇଛି। ଭାରତୀୟ ଟିମକୁ ଅଗଷ୍ଟ ମାସରେ ଦିନିକିଆ ଏବଂ ଟି୨୦ ସିରିଜ ପାଇଁ ବାଂଲାଦେଶ ଗସ୍ତ କରିବାକୁ ଥିଲା, ହେଲେ ବର୍ତ୍ତମାନ ଏହି ସିରିଜକୁ ୧୩ ମାସ…

୬ ଜଣଙ୍କୁ ହତ୍ୟା, ପରେ ଦିଅରକୁ ବିବାହ, ସମ୍ପତ୍ତି ପାଇଁ ସବୁ ସୀମା ପରି କରିଦେଲେ ଏହି ମହିଳା

ନୂଆଦିଲ୍ଲୀ: ଆପଣ ଫିଲ୍ମରେ ଦେଖୁଥିବେ କିଏ ସଂପତ୍ତି ଲୋଭରେ ପରିବାରକୁ ହତ୍ୟା କରୁଛି। ହେଲେ ଏମିତି ଏକ ଘଟଣା ସତ ଜୀବନରେ ଘଟିଛି। ନେଟଫ୍ଲିକ୍ସରେ ଆସିଥିବା ଏକ ଡକ୍ୟୁମେଣ୍ଟ୍ରୀ ଫିଲ୍ମ ‘Curry & Cyanide: The…

ଭଙ୍ଗା ଓ ଖରାପ ହେଲମେଟରୁ ମୁକ୍ତି ପାଇବେ ଗାଡ଼ିଚାଳକ, ରାଜ୍ୟମାନଙ୍କୁ କେନ୍ଦ୍ରର ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗାଡ଼ିଚାଳକଙ୍କ ପାଇଁ ଖୁସି ଖବର। ଆଗକୁ ଏମାନଙ୍କୁ ଖରାପ ବା ନିମ୍ନମାନର କ୍ୱାଲିଟିର ହେଲମେଟରୁ ମୁକ୍ତି ମିଳିବାକୁ ଯାଉଛି। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ବାଇକ ଚାଳକଙ୍କର ସୁରକ୍ଷାକୁ ଦୃଷ୍ଟି ରଖି ଖରାପ…