୬ ମାସର ପ୍ରେମ.. ଲିଭ ଇନ ପରେ ବିବାହ, ଶେଷରେ ଯୁବତୀକୁ ହୋଟେଲରେ ଛାଡି ଯୁବକ ଫେରାର
ନୂଆଦିଲ୍ଲୀ: ଏକ ପ୍ରେମୀ ଯୁଗଳ ଗତ ୬ ମାସ ତଳେ ଲିଭ ଇନ ରିଲେସନସିପରେ ଥିଲେ । ଚଳିତ ବର୍ଷ ଜାନୁଆରୀରେ ଏହି ଦୁଇଜଣ ବିବାହ ମଧ୍ୟ କରିଥିଲେ । ବର୍ତ୍ତମାନ ନିଜ ସ୍ତ୍ରୀକୁ ଏକ ହୋଟେଲ ରୁମରେ ଛାଡି ଫେରାର ହୋଇଯାଇଛି ଯୁବକ ।…