ଭୀଷଣ ସଡ଼କ ଦୁର୍ଘଟଣା: ଟ୍ରକ ବୋଲେରୋ ଧକ୍କାରେ ୬ ମୃତ, ୨ ଗୁରୁତର

ବାନ୍ଦା: ଉତ୍ତରପ୍ରଦେଶର ବାନ୍ଦାଠାରେ ଗୁରୁବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଠାରେ ଦ୍ରୁତ ଗତିରେ ବୋଲେରୋ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ…

ସୁନାବେଶ ଦର୍ଶନ ପାଇଁ ଯିବାବେଳେ ଅଘଟଣ: ୧୬ ଆହତ, ୧୦ ଗୁରୁତର

ପିପିଲି: ସୁନାବେଶ ଦର୍ଶନ ଲାଗି ଯିବାବେଳେ ଏକ ଅଘଟଣ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ଅଛନ୍ତି ବୋଲି ଜଣାପଡିଛି । ଗତକାଲି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ପୁରୀ…

ସୁନାବେଶ ପାଇଁ ଟ୍ରାଫିକ ବ୍ୟବସ୍ଥା, ଜାଣନ୍ତୁ କେଉଁଠି କରିବେ ପାର୍କିଂ

ପୁରୀ : ଆଜି ୩ ଠାକୁରଙ୍କ ପବିତ୍ର ସୁନାବେଶ । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦର୍ଶନର କାର୍ଯ୍ୟକ୍ରମ । ତେବେ ସୁନାବେଶ ନେଇ ଟ୍ରାଫିକ ବ୍ୟବସ୍ଥାକୁ କଡା କଡି କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ଲାଗି ୫୧ ପ୍ଲାଟୁନ…

ପୁଣି ନାବାଳିକା ସହ ଗ୍ୟାଙ୍ଗରେପ, ସାଙ୍ଗମାନଙ୍କୁ ଭେଟିବାକୁ ପାର୍କ ଯାଇଥିଲେ ପୀଡିତା

ନୂଆଦିଲ୍ଲୀ: ଦିଲ୍ଲୀର ଶାହାବାଦ ଅଞ୍ଚଳରେ ନାବାଳିକାକୁ ଗ୍ୟାଙ୍ଗ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ନାବାଳିକା ଜଣକ ସାଙ୍ଗ ସହିତ ପାର୍କକୁ ଯାଇଥିଲେ। ଝିଅଟିର ବୟସ ପ୍ରାୟ ୧୬ ବର୍ଷ। ବର୍ତ୍ତମାନ ପୋଲିସ…

ନିର୍ବାଚନ ବର୍ଷ ଲାଗି ମନ୍ତ୍ରୀମାନଙ୍କୁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ କେଉଁଠି କରିବେ ଫୋକସ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଛି। ଏଥି ସହିତ ଆସନ୍ତା ବର୍ଷ ଆରମ୍ଭରେ ଲୋକସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପ୍ରାୟ ସମସ୍ତ ଦଳ ଆକ୍ସନ୍ ମୋଡରେ…

Phonepe ଦେଲା କଂଗ୍ରେସକୁ ଚେତାବନୀ, କହିଲା ନାମ ଏବଂ ଲୋଗର ପୋଷ୍ଟର ହଟାନ୍ତୁ, ନଚେତ…

ଭୋପାଳ: କର୍ଣ୍ଣାଟକର ବମ୍ମାଇ ସରକାରଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ଲାଗି କଂଗ୍ରେସ QR କୋଡ୍ ବ୍ୟବହାର କରିଛି। ବର୍ତ୍ତମାନ ମଧ୍ୟପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ବିରୋଧରେ କଂଗ୍ରେସ…

୫ ଘଣ୍ଟା କାଳ ଅମିତ ଶାହ ଓ ଜେପି ନଡ୍ଡାଙ୍କ ସହ କେଉଁ ପ୍ରସଙ୍ଗରେ କଥା ହେଉଥିଲେ ପ୍ରଧାନମନ୍ତ୍ରୀ? ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାରତୀୟ ଜନତା ପାର୍ଟି ସଭାପତି ଜେପି ନଡ୍ଡାଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ସୂଚନାନୁସାରେ,…

(Video) ତ୍ରିପୁରା ରଥ ଦୁର୍ଘଟଣା: ୨ ଶିଶୁ ସମେତ ୬ ଜଣ ଜୀବନ୍ତ ଦଗ୍ଧ, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ତ୍ରିପୁରା: ତ୍ରିପୁରାର ଉନାକୋଟୀ ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ରଥରେ ନିଆଁ ଲାଗି ୨ ଶିଶୁ ସମେତ ୬ ଜଣଙ୍କର…

ବର୍ଷା ଦିନେ ଦହି ଖାଇବା ଠିକ୍ ନା ଭୁଲ? ଜାଣନ୍ତୁ କ’ଣ କହୁଛନ୍ତି ଆୟୁର୍ବେଦିକ ଡାକ୍ତର

ନୂଆଦିଲ୍ଲୀ: ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ଛୁଇଁଛି ଏବଂ ବର୍ଷା ଋତୁ ଆରମ୍ଭ ହୋଇସାରିଛି। ଉତ୍ତାପରେ ପୀଡିତ ଲୋକଙ୍କୁ ବର୍ଷା ଆରାମ ଦେଇଥାଏ, କିନ୍ତୁ ଏହି ଋତୁରେ ରୋଗ ହେବାର ଆଶଙ୍କା ବଢିଥାଏ। ବର୍ଷା ଋତୁରେ ସୁସ୍ଥ…

ଭାରତୀୟ ରେଲୱେରେ ଖାଲି ପଡିଛି ୨,୭୪ ଲକ୍ଷ ପଦବୀ! ନିଯୁକ୍ତି ପାଇଁ ପଦକ୍ଷେପ ନେଉଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ଚଳିତ ମାସ ପର୍ଯ୍ୟନ୍ତ ରେଲୱେରେ ୨୪.୭୪ ଲକ୍ଷରୁ ଅଧିକ ପଦବୀ ଖାଲି ପଡିଛି । ଯେଉଁଥିରେ ୧.୭ ଲକ୍ଷରୁ ଅଧିକ କେବଳ ସୁରକ୍ଷା ଶ୍ରେଣୀରେ ରହିଛି । ଭାରତୀୟ ରେଳବାଇ ଆଇଟିଆଇ କ୍ୱେରୀ ଉତ୍ତରରେ କହିଛନ୍ତି ଯେ,…