କୋଚିଂ ସଂସ୍ଥାଗୁଡ଼ିକ ଉପରେ ସରକାରଙ୍କ ଚାବୁକ ପ୍ରହାର! ୧୬ ବର୍ଷରୁ କମ ବର୍ଷର ପିଲାମାନେ ଯାଇପାରିବେନି ଇନଷ୍ଟିଚ୍ୟୁଟ, ଜାଣନ୍ତୁ ୧୦ଟି ନିୟମ

ନୂଆଦିଲ୍ଲୀ: କୋଚିଂ ସଂସ୍ଥାଗୁଡ଼ିକ ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଗତ କିଛି ଦିନରେ ଏହି ସଂସ୍ଥାଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶ…

ଏବେ ଚାଷ ଜମିରେ ଡ୍ରୋନ ଦ୍ୱାରା ସିଞ୍ଚନ ହେବ ୟୁରିଆ, ଗୋଟିଏ ଏକର ଜମିରେ ଖର୍ଚ୍ଚ ହେବ ୧୦୦ ଟଙ୍କା

ନୂଆଦିଲ୍ଲୀ: ସରକାର କୃଷକଙ୍କ ପାଇଁ ବର୍ତ୍ତମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ହରିୟାଣା ସରକାର ଚାଷ ଜମିରେ ୟୁରିଆ ସିଞ୍ଚନ ଏବେ ଡ୍ରୋନ ଦ୍ୱାରା କରାଇବେ । ହରିୟାଣା ରାଜ୍ୟର ୮.୮୭ ଲକ୍ଷ କୃଷକ ‘ମେରୀ ଫସଲ-ବ୍ୟୁରୋ…

Vadodara Boat Accident: ୧୬ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ୧୮ ଜଣଙ୍କ ବିରୋଧରେ FIR ଦାଖଲ କଲା ପୋଲିସ

ନୂଆଦିଲ୍ଲୀ: ଗୁଜୁରାଟର ଭଦୋଦରା ଠାରେ ଡଙ୍ଗା ଦୁର୍ଘଟଣା ସମ୍ପର୍କରେ ପୋଲିସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁରୁବାର ଦିନ ଭଦୋଦରାର ହରନୀ ହ୍ରଦରେ ସେମାନଙ୍କ ଡଙ୍ଗା ବୁଡ଼ିଯିବା ପରେ ୧୬ ଜଣଙ୍କ ମୃତ୍ୟୁ…

OTT ରେ ଦେଖିପାରିବେନି ଆନିମଲ ଫିଲ୍ମ, ହାଇକୋର୍ଟରେ T-Series ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: OTT ପ୍ଲାଟଫର୍ମରେ ରଣବୀର କପୁରଙ୍କ ଅଭିନୀତ 'ଆନିମଲ୍'ର ମୁକ୍ତିଲାଭ ପାଇଁ ବିବାଦ ସୃଷ୍ଟି ହୋଇଛି। ସିନେ୧ ଷ୍ଟୁଡିଓ ପିଭି ଲିମିଟେଡ୍ ଦ୍ୱାରା ଦାଖଲ ହୋଇଥିବା ଏକ ମକଦ୍ଦମାକୁ ଦୃଷ୍ଟିରେ ରଖି ଦିଲ୍ଲୀ…

ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ UP ATSର ବଡ଼ ଆକ୍ସନ, ତିନିଜଣ ସନ୍ଦିଗ୍ଧଙ୍କୁ କରାଗଲା ଗିରଫ

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠାକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ତେବେ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ଅଯୋଧ୍ୟାରେ ୩ଜଣ…

Ramlala Pran Pratishtha: ସାମ୍ନାକୁ ଆସିଲା ରାମ ମନ୍ଦିର ଗର୍ଭଗୃହରୁ ରାମଲଲାଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ରାମଙ୍କ ଶିଶୁ ରୂପ ରାମଲଲାଙ୍କ ମୂର୍ତ୍ତି ଗର୍ଭଗୃହରେ ରଖାଯାଇଛି। ମୂର୍ତ୍ତିର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ବର୍ତ୍ତମାନ ମୂର୍ତ୍ତିର ମୁଖା ଆଚ୍ଛାଦିତ ହୋଇଛି। ୨୨…

(Video) ‘ରାମ ଆଏଙ୍ଗେ ତୋ ଅଙ୍ଗନା ସଜାଉଙ୍ଗି’, ଜର୍ମାନ ସିଙ୍ଗର ଗାଇଲେ ଭଜନ, ଗୀତ ଶୁଣି ଫ୍ୟାନ ହେଲେ ଲୋକେ

ନୂଆଦିଲ୍ଲୀ: ରାମ ମନ୍ଦିରର ଉଦଘାଟନ ଏବଂ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ୨୨ ଜାନୁଆରୀରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ। ଏନେଇ ଅଯୋଧ୍ୟାରେ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମ ବିଷୟରେ ଉତ୍ସାହ କେବଳ…

ପୁଣି ଜାମ୍ମୁ କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ସେନା ସହିଦ, ଅନ୍ୟ ୨ଜଣ ଆହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାର ନୋଶେରା ଅଞ୍ଚଳରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ସେନା ସହିଦ ହୋଇଥିଲେ। ଦୁଇଜଣ ସୈନିକ ଆହତ ହୋଇଛନ୍ତି, ଯେଉଁଥିରୁ ଜଣେ ସ ସୈନିକଙ୍କ ଅବସ୍ଥା ଗୁରୁତର ଥିବା…

ପ୍ରେମିକାକୁ ମାରି ଟ୍ରେନ ସାମ୍ନାକୁ ଡେଇଁପଡିଥିଲା ପ୍ରେମିକ, ସୁଇସାଇଡ ନୋଟରେ ଲେଖିଥିଲା ‘L01-501’, ଏବେ ଖୋଲିଲା ଗୁମର

ନୂଆଦିଲ୍ଲୀ: ଗତ୩୪ ଦିନ ଧରି ନିଖୋଜ ଥିବା ୧୯ ବର୍ଷର ବାଳିକାଙ୍କ ମୃତଦେହ ମହାରାଷ୍ଟ୍ରର ନାଭି ମୁମ୍ବାଇର ଖାର୍ଗାର ଅଞ୍ଚଳରୁ ଉଦ୍ଧାର କରାଯାଇଛି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ…

କେଜ୍ରିୱାଲ ଅପରାଧୀ ନୁହଁନ୍ତି, ହେଲେ ତାଙ୍କୁ ବାରମ୍ବାର କାହିଁକି ପଠାଯାଉଛି ସମନ, ଚତୁର୍ଥ ଥର ମଧ୍ୟ ଇଡିରେ ହାଜର ହେଲେନି ଦିଲ୍ଲୀ…

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ଦିଲ୍ଲୀ ମଦ ନୀତି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇନାହାଁନ୍ତି। ଚତୁର୍ଥ ଥର ପାଇଁ ଏହି ମାମଲାରେ ହାଜର ହେବାକୁ ଇଡି ତାଙ୍କୁ…