ଖାଲି ପେଟରେ ଆମ୍ବ ଖାଇବା ଉଚିତ୍ କି ନୁହେଁ, ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ, ନଚେତ୍ ହୋଇଯିବ ଇନଫେକ୍ସନ
ନୂଆଦିଲ୍ଲୀ: ଭାରତରୁ ବିଦେଶ ପର୍ଯ୍ୟନ୍ତ ସମସ୍ତେ ଆମ୍ବକୁ ବହୁତ ପସନ୍ଦ କରନ୍ତି। କୁହାଯାଏ ଗ୍ରୀଷ୍ମ ଋତୁର ୨ ମାସରେ ଆମ୍ବ ପ୍ରଚୁର ପରିମାଣରେ ଉପଲବ୍ଧ। କିଛି ଲୋକ ଅଛନ୍ତି ଯେଉଁମାନେ ଆମ୍ବ ଋତୁରେ ଖାଦ୍ୟ ଛାଡି କେବଳ…