‘ଯେପରି ଭଗବାନ ରାମଙ୍କ ପରୀକ୍ଷା ପର୍ଶୁରାମ ନେଇଥିଲେ , ଠିକ ସେପରି..’, ଜାଣନ୍ତୁ ଏପରି କାହିଁକି କହିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏକ ଭାଷଣରେ ବିଶ୍ୱର ସାମ୍ପ୍ରତିକ କୂଟନୈତିକ ପରିସ୍ଥିତିକୁ ବୁଝାଇବା ପାଇଁ ରାମାୟଣର ଉପନ୍ୟାସରୁ ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଯେ ପର୍ଶୁରାମଙ୍କ ଦ୍ୱାରା ଭଗବାନ ରାମ…