fbpx
BSKY
BJD SHG SKY
BJD YOUTH SKY

Big Breaking: ଭୁବନେଶ୍ୱରରେ ପହଁଚିଲେ ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର

ଭୁବନେଶ୍ୱର: ନୂଆ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଭୁବନେଶ୍ୱରରେ ପହଁଚିଛନ୍ତି । ତାଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ବାଇକ ରାଲିରେ କଂଗ୍ରେସ ଭବନ ଗଲେ ଅଜୟ କୁମାର । ବରିଷ୍ଠ ନେତା ଓ ବିଭିନ୍ନ କମିଟି ସଦସ୍ୟଙ୍କ ସହ ଆଲୋଚନା କରିବେ । ଦଳର ସଂଗଠନ ଓ ନିର୍ବାଚନ ରଣନୀତି ନେଇ ଆଲୋଚନା ହେବ ।

Get real time updates directly on you device, subscribe now.