ସରକାରୀ କର୍ମଚାରୀଙ୍କୁ ମିଳିବ ଆଡଭାନ୍ସ ସାଲାରୀ, ପ୍ରଥମଥର ପାଇଁ ଲାଗୁହେଲା ଏହି ନିୟମ

ନୂଆଦିଲ୍ଲୀ: ସରକାର କର୍ମଚାରୀଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ଯୋଗାଉଥିବା ବେଳେ ଏବେ ଆଡଭାନ୍ସ ସାଲାରୀ ଯୋଜନା ଖବର ସାମ୍ନାକୁ ଆସିଛି । ଏଥିରେ ରାଜସ୍ଥାନ ସରକାର ଅଶୋକ ଗେହଲଟ ସରକାରୀ କର୍ମଚାରୀଙ୍କ ପାଇଁ…

ରାତିରେ ଗରମ କ୍ଷୀର ପିଇକି ଶୋଇବାର ୫ଟି ଫାଇଦା, ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ

ନୂଆଦିଲ୍ଲୀ: କ୍ଷୀର ଏକ ସମ୍ପୂର୍ଣ୍ଣ ଖାଦ୍ୟ। କ୍ଷୀରରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍, ଜିଙ୍କ, ଭିଟାମିନ୍ ବି ୧୨, ଭିଟାମିନ୍ ଡି ଏବଂ ପ୍ରଚୁର ପ୍ରୋଟିନ୍ ମିଳିଥାଏ। କ୍ଷୀରରେ ଅନେକ ପ୍ରକାରର ଆମିନୋ ଏସିଡ୍ ଥାଏ…

ନକଲି ସାର୍ଟିଫିକେଟ ଦେଖାଇ ସ୍କୁଲରେ କରିଥିଲେ ଚାକିରି, ୨୬ ବର୍ଷ ପରେ ଧରା ପଡିଲା ସତ

ନୋଏଡା: ଦାଦ୍ରି ବ୍ଲକର ପ୍ରାଥମିକ ବିଦ୍ୟାଳୟ ପାଟାଡିର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜୋଗେନ୍ଦ୍ର ସିଂଙ୍କ ଦ୍ୱାଦଶ ମାର୍କସିଟ୍ ନକଲି ବୋଲି ଜଣାପଡିବା ପରେ, ତାଙ୍କୁ ସେବାରୁ ବରଖାସ୍ତ କରାଯାଇଛି। ଏନେଇ…

ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଡ୍ୟୁଟି ସମୟରେ ମୃତ୍ୟୁ ଘଟିଲେ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।ସୂଚନା ଅନୁଯାୟୀ,…

Video: ଝିଅକୁ ୨୫ ଥର ଛୁରୀରେ ଆକ୍ରମଣ କଲା ବାପା, ସ୍ତ୍ରୀକୁ ମଧ୍ୟ କରିଛି ଆହତ

ସୁରଟ: ଦିଲ୍ଲୀର ଶାହାବାଦ ଡେୟରୀ ହତ୍ୟାକାଣ୍ଡର ବିପଜ୍ଜନକ ଭିଡିଓ ଭାଇରାଲ ହେବା ପରେ ଏବେ ଗୁଜୁରାଟର ସୁରଟରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କର ୧୯ ବର୍ଷର ଝିଅକୁ ହତ୍ୟା କରୁଥିବା…

ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ, ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ । ଭୁବନେଶ୍ୱରସ୍ଥିତ ପରିସରର ମୂଖ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଓ ବିଭାଗୀୟ ସଚିବ ଅଶ୍ୱଥୀ ଏସ୍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ…

ଖୁସି ଖବର: DAକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି! କେନ୍ଦ୍ରୀୟ କର୍ମଚାରୀଙ୍କର ବଢିପାରେ ଦରମା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବଢାଇବାକୁ ନେଇ ଖୁସି ଖବର ମିଳିପାରେ । ସୂଚନା ଅନୁସାରେ, ସରକାର ୨୦୨୩ ବର୍ଷର ଦ୍ୱିତୀୟ ଛଅ ମାସ ପାଇଁ ଡିଏ ବଢାଇ ପାରନ୍ତି । ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ବଢିବ ବୋଲି…

(Video) ସରକାର ଶୁଣିଲେ ଦୁଃଖ: ଆଉ ମୂଲ ଲାଗିବେନି ବଣ୍ଡା ମେଧାବୀ ଛାତ୍ରୀ କର୍ମା

ଭୁବନେଶ୍ୱର: ବଲାଙ୍ଗିରର ବଣ୍ଡା ମେଧାବୀ ଛାତ୍ରୀ କର୍ମା ମୁଦୁଲୀ ଯୁକ୍ତ ୨ ପରୀକ୍ଷାରେ ଜିଲ୍ଲା ଟପର ହୋଇଛନ୍ତି । ସେ ଆଗକୁ ଆହୁରୀ ପାଠ ପଢି ଉଚ୍ଚ ଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି । ହେଲେ ଆର୍ଥିକ ଅସୁବିଧା ଥିବାରୁ…

ହିଜାବକୁ ନେଇ ଶିକ୍ଷାମନ୍ତ୍ରୀଙ୍କ ବିବୃତ୍ତି: କହିଲେ ସମସ୍ତ ଛାତ୍ରୀଙ୍କ ହିତକୁ ଦେଖି ନିଆଯିବ ନିଷ୍ପତ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକର ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶ ପ୍ରସଙ୍ଗରେ ରାଜ୍ୟ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗରପ୍ପା କହିଛନ୍ତି ଯେ, କଂଗ୍ରେସ ସରକାର ଏଭଳି ନିଷ୍ପତ୍ତି ନେବେ, ଯାହା ସମସ୍ତ…

ସୁସ୍ଥ ଜୀବନ ପାଇଁ ତମାଖୁକୁ କରନ୍ତୁ ନା, ଜାଣନ୍ତୁ ଏଥିରେ କଣ ଅଛି ଯାହା ଦ୍ୱାରା ଲୋକେ ଏହାକୁ ଛାଡିପାରୁନାହାନ୍ତି

ଭୁବନେଶ୍ୱର: ଦେଶ ତଥା ବିଶ୍ୱରେ ତମାଖୁ ସେବନ କରି ଲକ୍ଷ ଲକ୍ଷ ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଅନ୍ୟପଟେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଏହି ତମାଖୁ ପାଇଁ ମଧ୍ୟ ବୃଦ୍ଧି ଘଟୁଛି । ତେଣୁ ଏହାକୁ ଲୋକମାନଙ୍କ ଠାରୁ ଛଡାଇବା…