ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ମାଗଣାରେ ମିଳିବ ୱାଇଫାଇ ସେବା, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଏବଂ ମାହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ୱାଇଫାଇ । ଏହାସହ ଦିନକୁ ୧ଜିବି ଡାଟାର ମଧ୍ୟ ସୁବିଧା ପାଇବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।…

ଡେଲିଭରୀରର ୧୦ ଦିନରେ କାମଇଲେ ୧୦ କିଲୋ ଓଜନ, ଗୌହର ଖାନଙ୍କ ନୂଆ ଫଟୋ ଦେଖି ଫ୍ୟାନ୍ସ ହେଲେ ଆଶ୍ଚର୍ଯ୍ୟ

ମୁମ୍ବାଇ: ଟିଭି ଏବଂ ବଲିଉଡ ଅଭିନେତ୍ରୀ ଗୌହର ଖାନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ସେ ପ୍ରାୟ ୧୦ ଦିନ ପୂର୍ବରୁ ମା ହୋଇଥିଲେ । ତେବେ ଏହି ୧୦ ଦିନ ମଧ୍ୟରେ ସେ ପ୍ରାୟ ୧୦ କିଲୋ ଓଜନ ହ୍ରାସ କରିଛନ୍ତି। ସୋସିଆଲ…

କଡ଼ା ସୁରକ୍ଷାରେ ହେବ ନୂଆ ସଂସଦର ଉଦଘାଟନ, ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ହେଉଛି ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଆଗାମୀ ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବେ । ତେବେ ଏହି ଦିନ ଦିଲ୍ଲୀରେ ରାଜଧାନୀ କ୍ଷେତ୍ରର ସୁରକ୍ଷା ଏବଂ ବିଶେଷକରି ସଂସଦ ଭବନର ସୁରକ୍ଷା କିପରି ହେବ…

(Video)‘ଉତ୍ତରାଖଣ୍ଡବାସୀଙ୍କୁ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଅଭିନନ୍ଦନ’, ସବୁଜ ପତକା ଦେଖାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ-ଡେହରାଡୁନ ବନ୍ଦେ ଭାରତ ଏକ୍ସପେସକୁ ପ୍ରଧାନମନ୍ତ୍ରୀ ଭିଡ଼ିଓ କନଫରେନ୍ସିଙ୍ଗ ଜରିଆରେ ସବୁଜପତକା ଦେଖାଇ ଉତ୍ତରାଖଣ୍ଡ ଲୋକଙ୍କୁ ସମର୍ପିତ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ…

ମଣିପୁରରେ ପୁଣି ତେଜିଲା ହିଂସାକାଣ୍ଡ, ମନ୍ତ୍ରୀଙ୍କ ଘରେ ଲାଗାଇଦେଲେ ନିଆଁ, ଗୁଳି ବାଜି ଜଣେ ମୃତ

ନୂଆଦିଲ୍ଲୀ: ମଣିପୁରରେ ହିଂସାକାଣ୍ଡ ଥମିବାର ନାମ ନେଉନି । ମୈତେଇ ସମୁଦାୟକୁ ଏସଟି କରାଯିବା ବିରୋଧରେ ମେ ୩ ତାରିଖରେ ଏହି ହିଂସାକାଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହାକୁ ୨୧ ଦିନ ବିତିଗଲାଣି । ବହୁ ଦିନ କର୍ଫ୍ୟୂ…

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଟପିଲା ବିରାଟଙ୍କ ଫଲୋର୍ସ ସଂଖ୍ୟା: କ୍ରିଷ୍ଟିଆନୋ ରୋନାଲଡୋ ଓ ଲିଓନେଲ ମେସିଙ୍କ ସହ ଦେଲେ ଯୋଗ

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୨୫୦ ମିଲିୟନ ଫଲୋର୍ସ ପାର କରିଛି। ତେଣୁ ସେ ଏହି ରେସରେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ଲିଓନେଲ ମେସିଙ୍କ ସହ ଯୋଗ ଦେଇଛନ୍ତି।…

ସଂସଦ ଭବନର ଉଦଘାଟନ: ବିରୋଧୀଙ୍କ ବଏକଟ୍ ମଧ୍ୟରେ ମୋଦୀ ସରକାରଙ୍କୁ ମିଳିଲା ଏହି ଦୁଇ ଦଳର ସମର୍ଥନ

ଅମରାବତୀ: ଆନ୍ଧ୍ରପ୍ରଦେଶର ଶାସକ YSRCP ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ YS ଜଗନ୍ ମୋହନ ରେଡ୍ଡୀ ବୁଧବାର ନିଶ୍ଚିତ କରିଛନ୍ତି ଯେ, ତାଙ୍କ ଦଳ ଆସନ୍ତା ୨୮ ତାରିଖରେ ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବରେ ଯୋଗଦେବେ।…

(Video) ‘ମୁଁ ଆଖି ତଳକୁ କରେ ନାହିଁ, ଆଖି ମିଶାଇ ବିଶ୍ୱ ସହ କଥା ହୁଏ’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ, ତିନୋଟି ଦେଶ ଗସ୍ତ ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ପାଲମ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ…

ମହାଲକ୍ଷ୍ମୀଙ୍କ ଗଜକେସରୀ ରାଜଯୋଗ: ଏହି ୩ଟି ରାଶିର ଜୀବନରେ ଦୂର ହେବ ଟଙ୍କା ସମସ୍ୟା

ଗ୍ରହ ଜଗତ ଯେତିକି ସୁନ୍ଦର, ସେତିକି ରହସ୍ୟରେ ପରିପୂର୍ଣ୍ଣ। ଗ୍ରହ ଏବଂ ନକ୍ଷତ୍ରଗୁଡିକ ସମସ୍ତ ୧୨ ରାଶି ଉପରେ ବିଶେଷ ପ୍ରଭାବ ପକାନ୍ତି। ଗ୍ରହ ଏବଂ ନକ୍ଷତ୍ରଗୁଡିକର ସ୍ଥିତି ବେଳେବେଳେ ଏପରି ପରିସ୍ଥିତି ସୃଷ୍ଟି କରେ…

ବ୍ଲଡ୍ ସୁଗାରକୁ ବଢାଇପାରେ କୋଲ୍ଡ କଫି, ଗରମରେ ପିଇବା ପୂର୍ବରୁ ଭାବନ୍ତୁ ୧୦୦ ଥର

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଉତ୍ତାପ ତରଙ୍ଗ ଜାରି ରହିଛି। ଏଭଳି ପରିସ୍ଥିତିରେ ଦିନକୁ ଦିନ ବଢ଼ୁଥିବା ଉତ୍ତାପ ଲୋକଙ୍କ ପାଇଁ ଜୀବନକୁ ଦୁଃଖଦାୟକ କରୁଛି। ଏହି ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ଲୋକମାନେ…