Breaking News ପ୍ରତି ପଞ୍ଚାୟତରେ ଚାଲିବ ‘ମୋ ବସ୍’, ସୂଚନା ଦେଲେ ପରିବହନ ସଚିବ Chinmayee Beura May 24, 2023 ଭୁବନେଶ୍ୱର: ପ୍ରତି ପଞ୍ଚାୟତରେ ମୋ ବସ୍ ଚାଲିବାର ନିଷ୍ପତ୍ତି ନିଆଯାଇଛି । ଏବେ ବ୍ଲକ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ମୋ ବସ୍ ଚାଲିବ । ଏନେଇ ପରିବହନ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ଏପରି ବସ୍…
Breaking News ବ୍ରିଟେନରେ ଭାରତୀୟ ମୁସଲିମଙ୍କୁ ବଡ ପଦବୀ: ଗୁଜୁରାଟରେ ଜନ୍ମିତ ୟାକୁବ ପଟେଲ ହେଲେ ପ୍ରେଷ୍ଟନର ନୂଆ ମେୟର Chinmayee Beura May 24, 2023 ଲଣ୍ଡନ: ଗୁଜୁରାଟରେ ଜନ୍ମିତ ୟାକୁବ ପଟେଲ ବ୍ରିଟେନର ଲାନକାଶିର ଜିଲ୍ଲାର ପ୍ରେଷ୍ଟନ୍ ସହରର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଯାଦବ ପୂର୍ବରୁ ଜଣେ କାଉନସିଲର ଏବଂ ସ୍ଥାନୀୟ ସମ୍ପ୍ରଦାୟର ଜଣେ ସକ୍ରିୟ ସଦସ୍ୟ…
Breaking News ନୂଆ ସଂସଦ ବିଲ୍ଡିଂ ଉଦଘାଟନକୁ ବଏକଟ୍ କରିବେ କଂଗ୍ରେସ ସମେତ ୧୯ଟି ଦଳ, ବିବୃତ୍ତି ଦେଇ କହିଲେ କାରଣ Chinmayee Beura May 24, 2023 ନୂଆଦିଲ୍ଲୀ : କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ନୂତନ ସଂସଦ ଗୃହର ଉଦ୍ଘାଟନୀ ସମାରୋହକୁ ବଏକଟ୍ କରିବାକୁ ଘୋଷଣା କରିଛନ୍ତି। ସମସ୍ତେ ମିଳିତ ହୋଇ ବିବୃତ୍ତି ଦେଇଛନ୍ତି ଯେ, ଗଣତନ୍ତ୍ରର ଆତ୍ମା ସଂସଦରୁ ବହିଷ୍କୃତ…
Breaking News ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ, ୨୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା ଗାଡ଼ି Chinmayee Beura May 24, 2023 ନୂଆଦିଲ୍ଲୀ: ରାଜ୍ୟସଭାର ସଂସଦଙ୍କ ଗାଡି ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । କାରରେ ସାଂସଦ ଥିଲେ କି ନାହିଁ ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାରେ ସାଂସଦଙ୍କ ଗାଡିର…
Breaking News ଗୋଟିଏ ପରିବାରର ତିନି ପିଲାଙ୍କ ସମେତ ଉଦ୍ଧାର ହେଲା ପାଞ୍ଚ ମୃତଦେହ, ହତ୍ୟା ପରେ ଆତ୍ମହତ୍ୟାର ସନ୍ଦେହ Chinmayee Beura May 24, 2023 କନ୍ନୁର: କେରଳର କନ୍ନୁର ଜିଲ୍ଲାରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମୃତଦେହ ମିଳିଛି। ଘରେ ଏତେ ସଂଖ୍ୟକ ମୃତଦେହ ମିଳିବା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।…
Breaking News ଓଡ଼ିଶାରେ ନିର୍ମାଣ ହେବ ସୁଖୋଇ ଇଞ୍ଜିନ, ଭାରତୀୟ ବାୟୁସେନାକୁ ଆହୁରି କରିବ ଶକ୍ତିଶାଳୀ Chinmayee Beura May 24, 2023 କୋରାପୁଟ: ସୁନାବେଡ଼ା ସ୍ଥିତ ହାଲ୍( ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍)ର ନୂତନ ଉଭାବନ ଆରମ୍ଭ କରିବାକୁ ଯାଉଛି । ଏହା ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରାଇବ । ଲଢୁଆ ବିମାନ ସୁଖୋଇ-୩୦ ଏମକେଆଇ ନିମନ୍ତେ ଲଙ୍ଗ୍…
Featured Abortion Pills ନେବା ପୂର୍ବରୁ କାହିଁକି କରାଯାଏ ସୋନୋଗ୍ରାଫୀ? ଜାଣନ୍ତୁ ଏକ୍ସପର୍ଟଙ୍କ ରାୟ Chinmayee Beura May 24, 2023 ନୂଆଦିଲ୍ଲୀ: ମା ହେବା କିମ୍ବା ମା ନହେବା ତାହା ମହିଳାଙ୍କ ବ୍ୟକ୍ତିଗତ ବିଷୟ। କେତେକ ମହିଳାଙ୍କ ପାଇଁ ଗର୍ଭଧାରଣ ଏକ ସୁନ୍ଦର ଅନୁଭବ ହୋଇଥିବାବେଳେ ଅନ୍ୟ ପାଇଁ ଏହା ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି କରିପାରେ।…
Breaking News ସ୍ୱାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ମିଳିବ କି କିସାନ ଯୋଜନାର ଟଙ୍କା? ଜାଣନ୍ତୁ ନିୟମ Chinmayee Beura May 24, 2023 ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୋଜନାର ଲାଭ କୃଷକମାନଙ୍କୁ ପ୍ରତିବର୍ଷ ତିନୋଟି କିସ୍ତି ଆକାରରେ…
Featured ଡାଇବେଟିସ ପାଇଁ ଲାଭଦାୟକ ହେଉଛି ସଜନା ଛୁଇଁ ଏବଂ ପତ୍ର, କୋଲେକଷ୍ଟ୍ରଲକୁ ମଧ୍ୟ କରିଥାଏ ନିୟନ୍ତ୍ରଣ Chinmayee Beura May 24, 2023 ନିଜ ବାରିରେ ସହଜରେ ମିଳୁଥିବା ସଜନା ଛୁଇଁ ଏବଂ ପତ୍ର ଦେହ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଥିବା ପୋଷକ ତତ୍ତ୍ୱ ଅନେକ ପ୍ରମୁଖ ରୋଗ ପାଇଁ ଲାଭଦାୟକ ଅଟେ। ଖରାପ ଜୀବନଶୈଳୀ ଯେପରିକି ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ…
Breaking News ପୋଲିସ ଗାଡ଼ିକୁ ପିଟିଲା ଟ୍ରକ: ହୋମଗାର୍ଡ, ଡ୍ରାଇଭର ମୃତ Chinmayee Beura May 24, 2023 ବୌଦ୍ଧ: ପୋଲିସ ଗାଡ଼ିକୁ ଏକ ଟ୍ରକ ପିଟିବା କଥା ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏକ ପ୍ରାଇଭେଟ ବୋଲେରୋରେ ପୋଲିସ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏହି ବୋଲେରୋକୁ କଟକରୁ ଭଡ଼ା କରି…