(Video) ଦୁଃଖରେ ପରିଣତ ହେଲା ଖୁସି.. ବିବାହ ସମୟରେ ବରକୁ ଆସିଲା ହାର୍ଟଆଟାକ, ତା’ ପରେ..
ନୂଆଦିଲ୍ଲୀ: ଆଜିକାଲି ହୃଦଘାତ ସହିତ ଜଡିତ ଅନେକ ଭିଡିଓ ସାମ୍ନାକୁ ଆସୁଛି। ଖାଦ୍ୟ ଖାଉବା ସମୟରେ, କୌଣସି ସ୍ଥାନରେ ନାଚୁଥିବା ବେଳେ ଏବଂ ଜିମରେ କୌଣସି ସ୍ଥାନରେ ହୃଦଘାତ ହେତୁ ହଠାତ୍ ଜୀବନ ହରାଉଛନ୍ତି। ବର୍ତ୍ତମାନ…