ହାର୍ଟ ହେଲଥ ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ଥିଲା ୨୦୨୩ ବର୍ଷ, ଜାଣନ୍ତୁ ନୂଆ ବର୍ଷରେ କିପରି ନେବେ ହୃଦୟର ଯତ୍ନ
ନୂଆଦିଲ୍ଲୀ: ସାରା ବିଶ୍ୱରେ ହୃଦୟ ସମ୍ବନ୍ଧୀୟ ରୋଗ ବୃଦ୍ଧି ପାଇବାରେ ଲାଗିଛି । ସବୁ ବୟସର ଲୋକଙ୍କଠାରେ ହୃଦରୋଗର ଆଶଙ୍କା ବୃଦ୍ଧି ପାଇଛି । ବିଶ୍ୱର ସ୍ୱାସ୍ଥ୍ୟ ରିପୋର୍ଟ ବିଷୟରେ କହିବାକୁ ଗଲେ ଗତ ଦୁଇ ତିନି ଦଶନ୍ଧି…