ବିଦ୍ୟାଳୟରେ ଲିକ୍ କଲା ଗ୍ୟାସ, ବହି-ବ୍ୟାଗ ଛାଡି ଘରକୁ ଦୌଡିଲେ ପିଲା, ବର୍ତ୍ତିଲେ ୧୬୦୦ ଛାତ୍ରଛାତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ଏବଂ ହରିୟାଣାର ରାଜଧାନୀ ଚଣ୍ଡିଗଡ଼ର ଏକ ଘରୋଇ ବିଦ୍ୟାଳୟ ନିକଟରେ ପାଇପଲାଇନରୁ ଗ୍ୟାସ୍ ଲିକ୍ ହୋଇଛି। ଗ୍ୟାସ ଲିକ୍ ହେବା ପରେ ଘଟଣାସ୍ଥଳ ନିକଟରେ ଅବସ୍ଥିତ ଘରୋଇ ବିଦ୍ୟାଳୟରେ ଉତ୍ତେଜନା…

ସାହାଯ୍ୟର ହାତ ବଢାଇଲେ ଏଲନ ମସ୍କ, ଇସ୍ରାଏଲ ଏବଂ ଗାଜାର ହସ୍ପିଟାଲକୁ ଦାନ କରିବେ Xର ବିଜ୍ଞାପନ ରାଜସ୍ୱ

ନୂଆଦିଲ୍ଲୀ: ଗାଜାରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏପର୍ଯ୍ୟନ୍ତ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ତେବେ ଯୁଦ୍ଧ ମଧ୍ୟରେ ଶିଳ୍ପପତି ତଥା ଏକ୍ସ ମାଲିକ ଏଲନ୍ ମସ୍କ ପୀଡିତମାନଙ୍କୁ ସାହାଯ୍ୟ…

(Video) ଭିଡ ଭିତରେ ଅଚାନକ ଏକ ମହିଳାଙ୍କୁ କିସ୍ କଲେ ସଲମାନ ଖାନ, ଭାଇରାଲ ହେଲା ଭିଡିଓ

ଗୋଆ: ଦୀପାବଳିରେ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରକୁ ନେଇ ଅଭିନେତା ସଲମାନ ଖାନ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ, ସେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI ୨୦୨୩ ) ରେ ଭାଗ…

ଆପଣଙ୍କ ଯୌନ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଏ ଡାଇବେଟିସ, ଜାଣନ୍ତୁ କିପରି କରିବେ ଏହାର ଚିକିତ୍ସା

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ମଧୁମେହ ଆଜି ବିଶ୍ୱର ପ୍ରାୟ ୪୨୨ ନିୟୁତ ଲୋକଙ୍କୁ ପ୍ରଭାବିତ କରୁଛି। ମଧୁମେହରେ ପୀଡିତ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଉର୍ବରତା ଏବଂ ଯୌନ ସ୍ୱାସ୍ଥ୍ୟ ସହ ଜଡିତ…

ପ୍ରଥମେ ନଡ଼ା ଜାଳିଲେ କୃଷକ, ପରେ କେସ୍ ହେବା ଭୟରେ ଫାଶି ଦେଇ କଲେ ଆତ୍ମହତ୍ୟା!

ଚଣ୍ଡିଗଡ଼: ପଞ୍ଜାବରେ ନଡ଼ା ଜଳିବା ମାମଲା ବଢିବା ପରେ ସରକାର ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଯେଉଁମାନେ ନଡ଼ା ପୋଡିଛନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସରକାରଙ୍କ ଏହି କାର୍ଯ୍ୟକୁ ଭୟ…

ହାମାସ ସହ ୪ ଦିନିଆ ଅସ୍ତ୍ରବିରତି ଚୁକ୍ତି ଅନୁମୋଦନ କଲା ଇସ୍ରାଏଲ : ମୁକ୍ତ ହେବେ ୫୦ ବନ୍ଦୀ

ନୂଆଦିଲ୍ଲୀ: ଅକ୍ଟୋବର ୭ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଥମିବାର ନାମ ନେଉନି । ବର୍ତ୍ତମାନ ଯୁଦ୍ଧକୁ ନେଇ ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରଥମ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ବୁଧବାର ଦିନ…

ବସଷ୍ଟାଣ୍ଡରେ ମାଡ଼ିଗଲା କାର୍: ୨ ମୃତ, ଜଣେ ଗୁରୁତର

ଆସିକା: ବସଷ୍ଟାଣ୍ଡରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ପାଟପୁର ଥାନା ପୋଡ଼ାମାରି ବସଷ୍ଟାଣ୍ଡରେ ଏହି ଦୁର୍ଘଟଣା…

ଘର ଉପରେ ପେଟ୍ରୋଲ ବୋମା ପକାଇଲା ଦୁର୍ବୃତ୍ତ ବାଇକ ଚାଳକ, ସିସିଟିଭି କ୍ୟାମେରାରେ କଏଦ ହେଲା ଘଟଣା

ଜୟୀପୁର: ଉଦୟପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୀପାବଳିରେ ଦୁଇଜଣ ବାଇକ୍ ଆରୋହୀ ଉଦୟପୁରର ଏକ ଘରେ ପେଟ୍ରୋଲ ବୋମା ଫିଙ୍ଗି ଘଟଣାସ୍ଥଳରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ମୁସଲମାନ ପ୍ରାଧାନ୍ୟ…

AIIMS ଡାକ୍ତର ସହକର୍ମୀଙ୍କ ଉପରେ ଲଗାଇଲେ ଦୁଷ୍କର୍ମର ଅଭିଯୋଗ, ପୁଣି କରାଇଛନ୍ତି ଗର୍ଭପାତ

ନୂଆଦିଲ୍ଲୀ: ଦିଲ୍ଲୀ ଏଆଇଏମ୍ଏସ୍ ଡାକ୍ତର ତାଙ୍କ ସହକର୍ମୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଅଭିଯୋଗ କରିଛନ୍ତି। ପୀଡିତା ଅଭିଯୋଗ କରିଛନ୍ତି ଯେ, ଅଭିଯୁକ୍ତ ଡାକ୍ତର ମଧ୍ୟ ତାଙ୍କୁ ଗର୍ଭପାତ କରାଇଛନ୍ତି।…

ବିହାରରେ ଲାଗୁ ହେଲା ୭୫ ପ୍ରତିଶତ ସଂରକ୍ଷଣ, ନୀତିଶ ସରକାର ଜାରି କଲେ ନୋଟିଫିକେସନ

ପାଟଣା: ବିହାରରେ ବର୍ତ୍ତମାନ ୭୫ ପ୍ରତିଶତ ସଂରକ୍ଷଣ ଲାଗୁ ହୋଇଛି। ବିହାରର ନୀତୀଶ କୁମାର ସରକାର ଏ ସମ୍ପର୍କରେ ଏକ ନୋଟିଫିକେସନ ପ୍ରକାଶ କରିଛନ୍ତି। ଏହାର ଅର୍ଥ ହେଉଛି, ବର୍ତ୍ତମାନଠାରୁ ଅନୁସୂଚିତ ଜାତି / ଜନଜାତି,…