ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ କାହିଁକି ବଜାନ୍ତି ଘଣ୍ଟି? ଏଥିରେ ବିଷ୍ଣୁଙ୍କ ସହ କଣ ରହିଛି ସମ୍ପର୍କ, ଏହା ସତରେ କ’ଣ ବଦଳାଇ ଦିଏ ଭାଗ୍ୟ?
ହିନ୍ଦୁ ଧର୍ମରେ ଲୋକମାନେ ପୂଜାପାଠ କରିବାକୁ ମନ୍ଦିରକୁ ଯାଆନ୍ତି, ମନ୍ଦିରର ମୁଖ୍ୟ ଦ୍ୱାରରେ ଘଣ୍ଟି ବନ୍ଧା ହୋଇଛି, ଯାହାକୁ ଲୋକମାନେ ମନ୍ଦିର ଭିତରକୁ ଯିବା ପୂର୍ବରୁ ବଜାନ୍ତି, ଯାହା ପରେ ସେମାନେ ପୂଜା କରନ୍ତି ଏବଂ…