ଆମାଜନରେ ମିଳୁଛି ଅଧାରୁ କମ ମୂଲ୍ୟରେ Smart TV , ବିଳମ୍ବ ନ କରି ଶୀଘ୍ର କିଣନ୍ତୁ
ନୂଆଦିଲ୍ଲୀ: ଆମାଜନରେ ୮ ଅକ୍ଟୋବରରୁ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ୨୦୨୩ ସେଲ ଆରମ୍ଭ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ସ୍ମାର୍ଟ ଟିଭି ଉପରେ ଡିଲ୍ସ ଲାଇଭ ହୋଇଛି । ଆସନ୍ତୁ ଶସ୍ତାରେ ମିଳୁଥିବା ଟିଭି ବିଷୟରେ…