ପ୍ରଗତି ମଇଦାନ ITPO କମ୍ପ୍ଲେକ୍ସରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦୀ, ସଂଧ୍ୟାରେ ହେବ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ୧୦ ଟାରେ ପ୍ରଗତି ମଇଦାନରେ ପହଁଚିଛନ୍ତି । ସେ ଏଠାରେ ଥିବା ଆଇଟିପିଓ କମ୍ପ୍ଲେକ୍ସ ପରିସରରେ ହୋମ-ପୂଜା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଇଟିପିଓ…

ଶ୍ରଦ୍ଧାଳୁଙ୍କ ବସରେ ପଶିଗଲା ସାପ: ଜୀବନ ରକ୍ଷା କରିବାକୁ ଲୋକେ କାଲେ ଚିତ୍କାର, ପରେ କନଷ୍ଟେବଳଙ୍କୁ ଦେଲେ ଧନ୍ୟବାଦ

ନୈନିତାଲ: ଉତ୍ତରାଖଣ୍ଡ ନୈନିତାଲର କେଞ୍ଚିଧାମରେ ଭକ୍ତ ବୋଝେଇ ବସରେ ଏକ ବିଷାକ୍ତ ସାପ ପଶିଯାଇଛି। ଏନେଇ ବସରେ ବିଶୃଙ୍ଖଳା ଦେଖାଦେଇଛି। ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ଚିତ୍କାର କରିବାକୁ ଲାଗିଛନ୍ତି। ଯାହା ପରେ…

ମାଇକ୍ରୋୱେଭରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଖାଦ୍ୟକୁ ଗରମ, ଏହି ଜିନିଷକୁ କରିଦିଏ ବିଷ

ଭାରତର ଅଧିକାଂଶ ଘରେ ଖାଦ୍ୟ ସର୍ବଦା ଅଧିକ ପରିମାଣରେ ପ୍ରସ୍ତୁତ ହୋଇଥାଏ, ଯାହାଫଳରେ ଯଦି କେହି ଭୋକିଲା ଅନୁଭବ କରନ୍ତି, ତେବେ ସେ ଖାଇ ପାରିବେ। ଅବଶିଷ୍ଟ ଖାଦ୍ୟ ଖାଇବା ପାଇଁ ଲୋକମାନେ ପ୍ରଥମେ ଏହାକୁ ଗରମ କରିବାକୁ…

ହୀରାକୁଦ ଜଳସ୍ତର: ସକାଳ ୬ଟା ସୁଦ୍ଧା ୬୧୨.୫୪ ଫୁଟ

ସମ୍ବଲପୁର: ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୨.୫୪ ଫୁଟରେ ଗତି କରୁଥିବା ସୂଚନା ମିଳିଛି । ଉପର ମୁଣ୍ଡରେ ଲଗାଣିଆ ବର୍ଷା ହେବା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ସେଲାଗି ବର୍ତ୍ତମାନ ସୁଦ୍ଧା ହୀରାକୁଦ ଡ୍ୟାମ…

ଚାକିରି-ବ୍ୟବସାୟରେ ହେଉନି କି ଅଗ୍ରଗତି? ଆପଣାନ୍ତୁ ଚାଣକ୍ୟ ନୀତିର ଏହି ୪ଟି ଟିପ୍ସ, ହେବେ ଲାଭବାନ

ଆଜିକାଲି ଚାକିରି ଏବଂ ବାଣିଜ୍ୟରେ ବହୁ ଲୋକଙ୍କୁ କ୍ଷତି ସହିବାକୁ ପଡୁଛି ଏବଂ ସେଥିରେ କୌଣସି ଅଗ୍ରଗତି ହେବାର ନାମ ନେଉନି । ତେଣୁ ଶାସ୍ତ୍ରବିତ୍ ଆଚାର୍ଯ୍ୟ ଚାଣକ୍ୟ ଏହାର ପ୍ରତିକାର କଥା ତାଙ୍କ ରଚିତ ପୁସ୍ତକ…

ରୁଷରେ ଲିଙ୍ଗ ପରିବର୍ତ୍ତନକୁ ନେଇ ଲାଗିଲା ପ୍ରତିବନ୍ଧକ, ରାଷ୍ଟ୍ରପତି ପୁଟିନ୍ ନୂଆ ଆଇନକୁ ନେଇ କଲେ ଦସ୍ତଖତ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷରେ ଯୌନ ପରିବର୍ତ୍ତନର ଅସ୍ତ୍ରୋପଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମଙ୍ଗଳବାର ଦିନ ରୁଷର ନ୍ୟୁଜ୍ ଏଜେନ୍ସି ତାସ୍ (TASS) ଏହି ସୂଚନା ଦେଇଛି। ଗଣମାଧ୍ୟମ…

କାରର ଇନସ୍ୟୁରାନ୍ସ କରିବାକୁ ଯାଉଛନ୍ତି କି? ଜାଣନ୍ତୁ ଅନଲାଇନରେ ୬ଟି ମୁଖ୍ୟ ସୁବିଧା

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖେ କାର ଅଛି ତେବେ ଏହାର ଏକ ବୈଧ ବୀମା ପଲିସି ଥିବା ଆବଶ୍ୟକ । ଏହା ଗାଡ଼ି ଖରାପ ବା ଦୁର୍ଘଟଣା ଯୋଗୁଁ ହୋଇଥିବା କ୍ଷତିଗ୍ରସ୍ତ ଲାଗି ଆର୍ଥିକ ସୁବିଧା ଯୋଗାଇଥାଏ । ପୂର୍ବ ଅପେକ୍ଷା କାର…

ପଶ୍ଚିମବଙ୍ଗ ଲୋକେ ମମତା ବାନାର୍ଜୀଙ୍କୁ କାହିଁକି ଦେବେ ଝଟକା? ଲୋକସଭା ନିର୍ବାଚନରେ ସଂପୂର୍ଣ୍ଣ NDAକୁ ମିଳିବ ଏତିକି ଆସନ: ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଲାଗି ସମସ୍ତ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଚାଲିଛି । ଏନଡିଏର ମିଳିତତା ମଞ୍ଚ ପ୍ରତିଯୋଗୀତାକୁ ସାମ୍ନା କରିବା ପାଇଁ ବିରୋଧୀ ଦଳ ଏଥର ନୂଆ ଫର୍ମୁଲା ‘ଇଣ୍ଡିଆ’ ମିଳିତତା ସହିତ…

ଆୟକର ବିଭାଗ ଏହି କାରଣରୁ ଦେଇସାରିଲାଣି ୧ଲକ୍ଷ ଲୋକଙ୍କୁ ନୋଟିସ୍, ଅର୍ଥ ମନ୍ତ୍ରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଦିନ ସୂଚନା ଦେଇଛନ୍ତି ଯେ, ଆୟକର ବିଭାଗ ଏକ ଲକ୍ଷରୁ ଅଧିକ ଟିକସଦାତାଙ୍କୁ ଆୟକର ନୋଟିସ ଜାରି କରିଛି। ଆଇଟିଆର ଦାଖଲ ନକରିବା ଏବଂ ଭୁଲ ଆୟ ସୂଚନା ପ୍ରଦାନ ହେତୁ…

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍, ଲଗାଣିଆ ବର୍ଷା ହେତୁ ବୃଦ୍ଧି ପାଉଛି ଜଳସ୍ତର

ସମ୍ବଲପୁର: ଉପରମୁଣ୍ଡରେ ଲଗାଣିଆ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଛି । ସେଲାଗି ଆଜି ପୁଣି ହୀରାକୁଦ ଡ୍ୟାମ ୪ଟି ଗେଟ ଖୋଲିଛି । ଗତକାଲି ୩ଟି ଗେଟ ଖୋଲିବା ହେତୁ ସମୁଦାୟ ୮ଟି ଗେଟରେ ଜଳ ନିଷ୍କାଷିତ ହେଉଥିଲା ।…