୨ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବାଷ୍ଟିଲ ଡେ’ ପରେଡରେ ଅତିଥି ଭାବେ ଯୋଗଦେବେ

ନୂଆଦିଲ୍ଲୀ: ଦୁଇ ଦିନ ପାଇଁ ଆଜି ଫ୍ରାନ୍ସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଭାରତୀୟ ସମୟ ଅପରାହ୍ନ ୪ଟା ସମୟରେ ପ୍ୟାରିସରେ ପହଁଚିବେ । ସେଠାରେ ସେ ୧୧ଟାରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରିବେ ।…

Big Breaking: ବାହାନଗା ଟ୍ରାଜେଡିରେ ୭ ରେଳ କର୍ମଚାରୀ ସସପେଣ୍ଡ

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ଜଣ ରେଳ କର୍ମଚାରୀଙ୍କୁ ସସପେଣ୍ଡ କରାଯିବା ଖବର ସାମ୍ନାକୁ ଆସିଛି । ୩ଜଣ ଗିରଫ ହେବା ସହ ୭ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏହି ମାମଲାର କାର୍ଯ୍ୟାନୁଷ୍ଠାନକୁ…

ଗୋଟିଏ ପଲିଥିନରେ ମୁଣ୍ଡ, ଅନ୍ୟ ଜରିରେ ଶରୀରର ବିଭିନ୍ନ ଅଙ୍ଗ, ଶ୍ରଦ୍ଧା ହତ୍ୟାକାଣ୍ଡ ଠାରୁ ମଧ୍ୟ ଆହୁରି କ୍ରୁର

ନୂଆଦିଲ୍ଲୀ: ଦିଲ୍ଲୀର ଗୀତା କଲୋନୀର ଏକ ଫ୍ଲାଏ ଓଭର ନିକଟରେ ପଲିଥିନରେ ସିଲ୍ ହୋଇଥିବା ଜଣେ ମହିଳାଙ୍କ ମୃତଦେହର ଶହ ଶହ ଖଣ୍ଡ ଉଦ୍ଧାର ହୋଇଛି। ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବୁଧବାର ସକାଳେ ଆସିଥିବା…

(Video) କୁକୁରକୁ ବଞ୍ଚାଇବା ଲାଗି ବନ୍ୟା ସ୍ରୋତକୁ ଡେଇଁପଡିଲେ ଦୁଇ ବ୍ୟକ୍ତି, ଭିଡ଼ିଓରେ ଦେଖନ୍ତୁ ପରେ କଣ ହେଲା

ନୂଆଦିଲ୍ଲୀ: ମୌସୁମୀ ପ୍ରଭାବରୁ ଉତ୍ତର ଭାରତରେ ଲଗାତାର ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳରେ ବନ୍ୟାର ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷା ପ୍ରକୋପ କାରଣରୁ ଭୂସ୍ଖଳନ, ବହୁ ଧନ ଜୀବନ ନଷ୍ଟ ହୋଇଛି । ଲଗାତାର…

PCS Jyoti Maurya: ମନୀଷ ଦୁବେଙ୍କ ବିରୋଧରେ ରୁଜୁ ହେବ ମାମଲା, ଅନୁସନ୍ଧାନ ରିପୋର୍ଟରେ ନିଲମ୍ବନର ସୁପାରିଶ

ନୂଆଦିଲ୍ଲୀ: ବରେଲିର ପିସିଏସ୍ ଅଧିକାରୀ ଜ୍ୟୋତି ମୌର୍ଯ୍ୟଙ୍କ ସହ ସମ୍ପର୍କକୁ ନେଇ ଆଲୋଚନାକୁ ଆସିଥିବା ଜିଲ୍ଲା ହୋମ ଗାର୍ଡ କମାଣ୍ଡାଣ୍ଟ ମନୀଷ ଦୁବେଙ୍କ ଅସୁବିଧା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜ୍ୟୋତି ମୌର୍ଯ୍ୟଙ୍କ…

ପୁଣି ରୋକାଗଲା କେଦାରନାଥ ଯାତ୍ରା, ଏହି ଜିଲ୍ଲାରେ ଜାରି ହେଲା ରେଡ ଆଲର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଲଗାତାର ପ୍ରବଳ ବର୍ଷା ହେତୁ ଭୂସ୍ଖଳନରେ ରାସ୍ତା ଭାଙ୍ଗିଯାଇଛି। ଏହି କାରଣରୁ ଟ୍ରାଫିକ୍ ପ୍ରଭାବିତ ହୋଇଛି। ଏଥି ସହ ଉତ୍ତରାଖଣ୍ଡରେ ବର୍ଷା ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ…

ଚଳିତ ବର୍ଷ ନାଗ ପଞ୍ଚମୀ ଏହି ରାଶିମାନଙ୍କ ପାଇଁ ଅତ୍ୟନ୍ତ ଶୁଭ, ମିଳିବ ଭୋଳାନାଥଙ୍କ ଅର୍ଶୀବାଦ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ନାଗ ପଞ୍ଚମୀର ପର୍ବ ପ୍ରତିବର୍ଷ ଶ୍ରାବଣ ମାସର ଶୁକ୍ଳ ପଞ୍ଚାମି ତିଥିରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହି ପର୍ବର ବହୁତ ଗୁରୁତ୍ୱ ରହିଛି। ଏହି ପର୍ବ ଭଗବାନ ଶିବଙ୍କ ପ୍ରିୟ ଶ୍ରାବଣ…

ସମସ୍ତ ଥାନାରେ ସିସିଟିଭି ଲଗାଇବାର ନିର୍ଦ୍ଦେଶ ଦେଲେ ଏହି ମୁଖ୍ୟମନ୍ତ୍ରୀ, କହିଲେ ମହିଳା ଏବଂ ବୃଦ୍ଧ ଲୋକଙ୍କ ସମସ୍ୟା ବୁଝାଯାଉ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ସରକାରୀ ଆବାସରେ ଏକ ବୈଠକ ଡକାଇଥିଲେ । ଏହି ବୈଠକରେ ସେ ‘ନିରାପଦ ସହର’ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିଛନ୍ତି ଏବଂ ଏହାର ବିସ୍ତାର ଲାଗି କାର୍ଯ୍ୟ…

ଆଜିଠୁ ଏମବିବିଏସ୍ ଓ ବିଡିଏସ୍ ନାମଲେଖା ପ୍ରକ୍ରିୟା ଆରମ୍ଭ, ୧୬ ଯାଏ ହେବ ପଞ୍ଜୀକରଣ

ଭୁବନେଶ୍ୱର: ରାଜ୍ୟରେ ଥିବା ସରକାରୀ ଏବଂ ଘରୋଇ ମେଡିକାଲ କଲେଜଗୁଡ଼ିକରେ ଆଜିଠାରୁ ନାମଲେଖା ପଞ୍ଜୀକରଣ ଆରମ୍ଭ ହେବ । ନି-ୟୁଜିରେ ଯୋଗ୍ୟତା ହାସଲ କରିଥିବା ଓଡ଼ିଶାର ଛାତ୍ରଛାତ୍ରୀ ୧୬ ତାରିଖ ଯାଏଁ ନାମ ପଞ୍ଜୀକରଣ ସହ…

ଏଠାରେ କରୋନାର ନୂଆ ଭାରିଏଣ୍ଟରେ ଲଗାତାର ମରୁଛନ୍ତି ବିଲେଇ, ଲୋକମାନଙ୍କୁ କରାଯାଉଛି ସତର୍କ

ନୂଆଦିଲ୍ଲୀ: ଭୂମଧ୍ୟସାଗର ଉପକୂଳରେ ଅବସ୍ଥିତ ଏକ ଦ୍ୱୀପପୁଞ୍ଜ ସାଇପ୍ରସରେ, କୋଭିଡ ହେତୁ ବିଲେଇମାନେ କ୍ରମାଗତ ଭାବରେ ମରୁଛନ୍ତି। 'ବିଲେଇ ଦ୍ୱୀପ' କୁହାଯାଉଥିବା ଏହି ଦେଶ ବର୍ତ୍ତମାନ 'ମୃତ ବିଲେଇ ଦ୍ୱୀପ' ପାଲଟିଛି।…