ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ। ୮ ଜଣ ଏସପି, ୮ ଜଣ ଏଏସପି, ୨୪ ଡିଏସପି ଏଥିରେ କାର୍ଯ୍ୟ କରିବେ। ଏଥିସହ ୨୪ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟ, ବ୍ୟାଙ୍କ…

ଉଦ୍ଧବ ଠାକରେଙ୍କ ପୁଅଙ୍କୁ ଟକ୍କର ଦେବେ ମିଲିନ୍ଦ ଦେଓରା, ଶିବସେନା ଜାରି କଲା ଦ୍ୱିତୀୟ ତାଲିକା

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ୨୦୨୪ ପାଇଁ ଶିବସେନା ( ଏକନାଥ ଶିନ୍ଦେ) ୨୦ ଜଣିଆ ପ୍ରାର୍ଥୀଙ୍କର ଦ୍ୱିତୀୟ ଲିଷ୍ଟ ଜାରି କରିଛି। ପାର୍ଟୀ ଶିବ ସେନା (ୟୁବିଟି)ର ନେତା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ…

ସେନା ଗାଡ଼ି ଉପରେ ଆକ୍ରମଣ, ଅଚାନକ ଫୁଟିଲା ଗୁଳି, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅଖନୁରରେ ସୋମବାର ଅତଙ୍କବାଦୀମାନେ ସେନାଙ୍କ ଗାଡ଼ି ଉପରେ ଗୁଳି ଚଳାଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଜମ୍ମୁ ଜିଲ୍ଲାରେ ଜୋଗବାନ ଅଞ୍ଚଳରେ ଏଲଓସି ପାଖରେ ଏହି ଘଟଣା ଘଟିଛି। ସେନା…

(Video) ଦୀପାବଳି ପୂର୍ବରୁ ସାମ୍ନାକୁ ଆସିଲା ବାଣ ଦୋକାନରେ ବିସ୍ଫୋରଣର ଲାଇଭ ଭିଡିଓ, ଦେଖିଲେ ଟାଙ୍କୁରି ଉଠିବ ଲୋମ

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ବାଣ ଦୋକାନରେ ନିଆଁ ଲାଗିବାର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାଣର ଦୋକାନରେ ଭିଡ ଲାଗିରହିଛି। ଅଚାନକ ଏଥିରେ ନିଆଁ ଲାଗି, ବାଣ ବୋମା ପରି ଫାଟିବାକୁ ଲାଗିଲା।…

(Video) ‘ଜର୍ମାନଠାରୁ ଆମେ ଉପକରଣ କିଣିବା ବନ୍ଦ କରିଦେବା ଆବଶ୍ୟକ’, ଜାଣନ୍ତୁ ଜର୍ମାନ ଉପ-କୁଳପତଙ୍କୁ କାହିଁକି ଏମିତି କହିଲେ ପୀୟୁଷ ଗୋୟଲ

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଶନିବାର ଜର୍ମାନ ଉପ-କୁଳପତି ରବର୍ଟ ହାବେକଙ୍କ ସହ ତର୍କ କରିଥିବା ଦେଖିବାକୁ ମିଳିଛି। ଏହି ତର୍କ ଚୀନ ଦ୍ୱାରା ଭାରତକୁ ଜର୍ମାନ ଟନେଲ ବୋରିଂ ମେସିନର…

ଗୋଚାଲାଣ ବେଳେ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଗୋଟିଏ ଗାଈ ମୃତ

ଯାଜପୁର: ଗୋଚାଲାଣ ଭଳି ବେଆଇନ ଧନ୍ଦା ବନ୍ଦ ହେବାର ନାମ ଧରୁନି। ତେବେ ବର୍ତ୍ତମାନ ଏପରି ଏକ ଘଟଣା ଯାଯପୁରରୁ ଆସିଛି। ସୂଚନାନୁସାରେ ଗୋଚାଲାଣ ସମୟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୋଟିଏ ଗାଈର ମୃତ୍ୟୁ…

‘ମୁଁ ଆଉ ନିର୍ବାଚନ ଲଢିବିନି’, କାହିଁକି ଛୋଟ ପିଲାଙ୍କ ପରି ରାଗିଗଲେ କଂଗ୍ରେସ ପ୍ରାର୍ଥୀ ସଚିନ ସାୱନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିସାରିଛି। ଏଥିରେ ପାର୍ଟୀର ମହାରାଷ୍ଟ୍ର କଂଗ୍ରେସର ମହାସଚିବ, ସଚିନ ସାୱନ୍ତଙ୍କୁ ଅନ୍ଧେରୀ ବେଷ୍ଟରୁ ଟିକେଟ…

ମୁମ୍ବାଇରେ ଦୁଇଟି ବିଲ୍ଡିଂ, ୩୫୦ କୋଟିର ଏଫଡି ଆହୁରି.., ମୃତ୍ୟୁ ପୂର୍ବରୁ ଏତିକି ସଂପତ୍ତି ମ୍ୟାନେଜରକୁ ଦେଇଗଲେ ରତନ ଟାଟା

ନୂଆଦିଲ୍ଲୀ: ଟାଟା ଟ୍ରଷ୍ଟର ଚେୟାରମ୍ୟାନ ତଥା ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ଅକ୍ଟୋବର ୯ ତାରିଖରେ ଦେହାନ୍ତ ହୋଇଥିଲା। ଏହି ମୃତ୍ୟୁର ପାଖାପାଖି ୧୫ ଦିନ ପରେ ରତନ ଟାଟାଙ୍କୁ ସଂପତ୍ତି ସାମ୍ନାକୁ ଆସିଛି। ମିଡିଆ…

ସାଇବର ଫ୍ରଡକୁ ନେଇ ସଚେତନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ମନ୍ କୀ ବାତ୍‌ରେ ଭିଡିଓ ଦେଖାଇ ବୁଝାଇଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କୀ ବାତ କାର୍ଯ୍ୟକ୍ରମରେ ୧୧୫ ତମ ଏପିସୋଡରେ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ମନେପକାଇଛନ୍ତି। ପିଏମ ମୋଦୀ କହିଛନ୍ତି ଯେ, ସେ ବିର୍ସା ମୁଣ୍ଡାଙ୍କ…

ଗର୍ଭବତୀ ମହିଳା ଅଧିକ ଲୁଣ ଖାଇଲେ ହେବେ ହାଇ ବିପିର ଶିକାର, ଜାଣନ୍ତୁ ଡିଟେଲ୍ସ

ଓଡ଼ିଶା ଭାସ୍କର: ଗର୍ଭବତୀ ମହିଳାଙ୍କୁ ଅନେକ ପରାମର୍ଶ ଦିଆଯାଇଥାଏ। ତେବେ ଗର୍ଭାବସ୍ଥାରେ ଚିନି ଏବଂ ଲୁଣ ଅଧିକ ଖାଇବା ମନାକରାଯାଇଥାଏ। କାରଣ ଏଥିରେ ଅନେକ ପ୍ରକାର ଗମ୍ଭୀର ରୋଗ ହୋଇଥାଏ। ଗର୍ଭାବସ୍ଥା ସମୟରେ ଅଧିକ ଲୁଣ…