କେଉଁଦିନରୁ ୨୦୨୩ ବିଶ୍ୱକପ ପାଇଁ ଭାରତରେ ପ୍ରସ୍ତୁତି ଚାଲିବ କହିଲେ, ରାହୁଲ ଦ୍ରାବିଡ଼

ନୂଆଦିଲ୍ଲୀ: ଭାରତୀୟ ଟିମର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ବିଶ୍ୱକପ ପାଇଁ କେବେଠାରୁ ଭାରତୀୟ ଟିମ ପ୍ରସ୍ତୁତି ହେବ ସେନେଇ ଆଲୋଚନା କରିଛନ୍ତି । ଭାରତର ୱାନଡେ ପ୍ରଦର୍ଶନ ବହୁତ ନିରାଶ ଜନକ ଦେଖାଯାଉଛି । କାରଣ…

ଗାଧୋଇବା ପୂର୍ବରୁ କାହିଁକି ମାଲିସ କରନ୍ତି ଶରୀର, ଜାଣନ୍ତୁ ଏହା ପଛରେ ଥିବା କାରଣ

ସାଧାରଣତଃ ଆମ ପୂର୍ବ ବଂଶଧର ମାନେ ଗାଧୋଇବା ପୂର୍ବରୁ ସମଗ୍ର ଶରୀରକୁ ତେଲରେ ମାଲିସ କରିବାକୁ ପରାମର୍ଶ ଦେଇଥାନ୍ତି । ଏହା ପଛରେ ଏକ ବିଶେଷ କାରଣ ରହିଛି? ଏହା ପଛରେ କେବଳ ପାରମ୍ପରିକ କାରଣ ନୁହେଁ ବୈଜ୍ଞାନିକ କାରଣ…

ଏବେ ଡାଟା ସରିବାର ଭୟ ନାହିଁ, ଜିଓ ଲଞ୍ଚ କଲା ୨୨୨ଟଙ୍କାର ନୂଆ ପ୍ଲାନ

ଫିଫା ୱାଲର୍ଡ କପ ୨୦୨୨ ସେଲିବ୍ରେଟ କରିବା ପାଇଁ ଭାରତୀୟ ଟେଲିକମ କମ୍ପନୀ ରିଲାନ୍ସ ଜିଓ ଏକ ନୂଆ ଇଣ୍ଟନେଟ ଡାଟା ପ୍ୟାକ ୟୁଜର୍ସଙ୍କ ପାଇଁ ଆଣିଛି । ଏହି ପ୍ୟାକର ମୂଲ୍ୟ ମାତ୍ର ୨୨୨ଟଙ୍କା ଏବଂ ୟୁଜର୍ସଙ୍କୁ ଅତିରିକ୍ତ…

ଯାଜପୁରରେ ଅଗ୍ନିକାଣ୍ଡ, ହୁତ୍ ହୁତ୍ ହୋଇ ଜଳିଲା ହୋଟେଲ

ଯାଜପୁର: ଯାଯପୁର ଜିଲ୍ଲାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯାଯପୁର ବିରଜା ମାର୍କେଟ କଲପ୍ଲେକ୍ସ ମେଡିିକାଲ ଛକ ନିକଟରେ ଥିବା ରୁଚୁକା ହୋଟେଲରେ ନିଆଁ ଲାଗିଛି । କୌଣସି କାରଣରୁ ହଠାତ ନିଆଁ ଲାଗି ହୁତ୍ ହୁତ୍ ହୋଇ…

ଜଙ୍ଗଲରେ କୁନ୍ତିଙ୍କ ସହ ୫ପାଣ୍ଡବ ବୁଲୁଛନ୍ତି! ଆଇଏଫଏସ ଅଫିସର ଭିଡିଓ ସେୟାର କରି ଲେଖିଲେ ଏହି କଥା

ଜଙ୍ଗଲ ସଫାରି ସମୟରେ ଭୟଙ୍କର ଜନ୍ତୁଙ୍କୁ ପାଖରେ ଦେଖିବା ଏକ ରୋମାଞ୍ଚକର ଅନୁଭୂତି । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ପାଇଁ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦେଖିବାକୁ ଯାଉଛନ୍ତି । ଯଦି ଆପଣ ଯାଇନାହାନ୍ତି ତେବେ…

ଆଜିଠାରୁ ଲୋକସଭା ଶୀତ ଅଧିବେଶନ, ପ୍ରସ୍ତୁତ ହେଉଛି ବିରୋଧୀ

ନୂଆଦିଲ୍ଲୀ: ରାଜ୍ୟରେ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହୋଇସାରିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ । ଏହି ଅଧିବେଶନ ବସିବା ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ବସିଥିଲା । ସଂସଦ…

ଥଣ୍ଡାରୁ ଗୋଇଠି ଫାଟୁଛି କି? ଆଜି ହିଁ କରନ୍ତୁ ଏହି ୪ଟି ଉପାୟ

ସାଧାରଣତଃ ଶୀତ ଦିନେ ଆମ ତ୍ୱାଚା ଶୁଷ୍କ ହୋଇଯିବା ଫଳରେ ସ୍କିନ ଶୁଖିଯାଇ ଫାଟିଥାଏ । ଏହାର ଅଧିକ ପ୍ରଭାବ ଆମ ଗୋଇଠି ଏବଂ ଓଠ ଉପରେ ପଡିଥାଏ । ଥଣ୍ଡା ବଢିବା ହେତୁ ଆମ ଗୋଇଠି ଫାଟିବା ସହ କଷ୍ଟ ହେବା ସହ କୁଣ୍ଡାଇ…

MCD ନିର୍ବାଚନ ୫ବର୍ଷରେ ଥରେ ହୁଏ, କିନ୍ତୁ ପ୍ରତିବର୍ଷ ଏହାର ଜଣେ ନୂଆ ମେୟର ନିର୍ବାଚିତ ହୁଅନ୍ତି..

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ଭୋଟ ଗଣିବା ପାଇଁ ନିର୍ବାଚନ ଆୟୋଗ ୪୨ଟି ଗଣନା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଏଥର ଦିଲ୍ଲୀ ୨୫୦ ୱାର୍ଡରେ…

ପେନସନଭୋଗୀଙ୍କ ପାଇଁ ଆସିଲା ଖୁସି ଖବର, ଏତିକି ଦରମା ବୃଦ୍ଧି ପାଇବ!

ନୂଆଦିଲ୍ଲୀ: ବର୍ତ୍ତମାନ ପେନସନ ଭୋଗୀଙ୍କ ଦରମାରେ ବୃଦ୍ଧି ନେଇ ଆସିଲା ଖୁସି ଖବର । ଏଥର ବୟୋଜ୍ୟେଷ୍ଠ ଏବଂ ବିଧବା ମାନଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଖୁସି ଖବର ଆଣିଛନ୍ତି । ୨୦୨୩ ବର୍ଷ ବଜେଟରେ ସରକାର…

ୟୁରିକ ଏସିଡ ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ତୁରନ୍ତ ଆପଣାନ୍ତୁ ଏହି ଉପାୟ

ୟୁରିକ ଏସିଡ ହେଉଛି ଏକ ରାସାୟନିକ ପଦାର୍ଥ । ଯେତେବେଳେ ଶରୀରରେ ପ୍ୟୁରିକ ନାମକ ପଦାର୍ଥ ଅଧିକ ହୋଇଯାଏ ସେତେବେଳେ ଏହି ପ୍ରଭାବରେ ୟୁରିକ ଏସିଡ ରୋଗ ହୋଇଥାଏ । ସାଧାରଣତଃ ଶରୀରରେ ପ୍ୟୁରିନ ଉତ୍ପାଦିତ ହୁଏ ଏବଂ ଏମିତି…