ନକଲି ସାର୍ଟିଫିକେଟ ଦେଖାଇ ସ୍କୁଲରେ କରିଥିଲେ ଚାକିରି, ୨୬ ବର୍ଷ ପରେ ଧରା ପଡିଲା ସତ
ନୋଏଡା: ଦାଦ୍ରି ବ୍ଲକର ପ୍ରାଥମିକ ବିଦ୍ୟାଳୟ ପାଟାଡିର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ଜୋଗେନ୍ଦ୍ର ସିଂଙ୍କ ଦ୍ୱାଦଶ ମାର୍କସିଟ୍ ନକଲି ବୋଲି ଜଣାପଡିବା ପରେ, ତାଙ୍କୁ ସେବାରୁ ବରଖାସ୍ତ କରାଯାଇଛି। ଏନେଇ…