ବିଲାତି ସହ ଏହି ପରିବା ମିଶାଇ କରନ୍ତୁ ଜୁସ୍, ଡାଇବେଟିସ୍ ନିୟନ୍ତ୍ରଣରେ ରହିବା ସହ ମିଳିବ ୫ଟି ବଡ ଫାଇଦା
ଟମାଟୋ ଏବଂ ଲାଉ ସହ ପ୍ରସ୍ତୁତ ରସ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯଦି ଏହି ସୁସ୍ଥ ରସ ସହିତ ଦିନ ଆରମ୍ଭ ହୁଏ, ତେବେ ପୁରା ଦିନ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ। ଟମାଟୋ ଏବଂ ଲାଉରୁ ପ୍ରସ୍ତୁତ ରସ ମଧୁମେହକୁ…