ସାଇବର ଅପରାଧ: ଗୋଟିଏ ଚଢ଼ାଉରେ ୨୮ ହଜାର ମାମଲା ରୁଜୁ, ୧୦୦ କୋଟିରୁ ଅଧିକ ଠକେଇ
ନୂଆଦିଲ୍ଲୀ: ହରିୟାଣାର ନୁହୁ ଜିଲ୍ଲାରେ ଜମତାର ମଡେଲରେ ସାଇବର ଅପରାଧ ଚାଲିଛି। ନିକଟରେ ଏକ ବଡ ପୋଲିସ ଟିମ ଦ୍ୱାରା ହରିୟାଣାରେ ଚଢ଼ାଉ କରାଯାଇଥିଲା। ଏହି ଆକ୍ରମଣରୁ ୨୮ ହଜାର ମାମଲା ରୁଜୁ ହୋଇଛି। ଏହା ବ୍ୟତୀତ ୧୦୦…