ହୋଟେଲ ରୁମରେ ଥିଲେ କପଲ, ଘର ଲୋକ ଫୋନ କରିବାରୁ ଝିଅ କହିଲା ବାପା ଆମକୁ ବଞ୍ଚାଅ
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ପ୍ରେମୀ ଯୁଗଳ ହୋଟେଲକୁ ଯାଇ ସମୟ ବିତାଉଥିଲେ । ହଠାତ୍ ଯିଅ ଘରୁ ଫୋନ ଆସିବା ପରେ ଝିଅର କଥା ଶୁଣି ଘର ଲୋକ ଚିନ୍ତାରେ ପଡିଗଲେ । ଝିଅଟି ତାଙ୍କ ବାପାଙ୍କୁ କହିଲେ ଆମକୁ ବଞ୍ଚାଇ…