ରାଜ୍ୟରେ ହେଉଛି ନିଆଁବୃଷ୍ଟି! ସାଢେ ୧୧ଟା ସୁଦ୍ଧା ଏହି ଜିଲ୍ଲାରେ ସର୍ବାଧିକ ତାତି
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟ ତଥା ଦେଶରେ ଖରାର ମାତ୍ରା ବଢିଯାଇଛି । ସକାଳ ୮ଟାରେ ମଧ୍ୟ ୩୦ ଡିଗ୍ରୀ ସେଲସିୟସର ଖରା ଅନୁଭୁତ ହେଉଛି । ସେହିପରି ଆଜି ସାଢେ ୧୧ଟା ସୁଦ୍ଧା ଆଂଚଳିକ ପାଣିପାଗ ବିଭାଗ ତାପମାତ୍ରା ରେକର୍ଡ…