ଭାରତୀୟ ପାସପୋର୍ଟର ହ୍ରାସ ପାଇଛି ଶକ୍ତି, ଜାଣନ୍ତୁ Passport Index ଦେଇଛି କେଉଁ ରାଙ୍କିଂ
ନୂଆଦିଲ୍ଲୀ: ପାସପୋର୍ଟ ଇଣ୍ଡେକ୍ସ ନିଜର ନୂଆ ରାଙ୍କିଂ ଜାରି କରିଛି । ଏଥିରେ କୁହାଯାଇଛି ଯେ, ଭାରତୟୀୟ ପାସପୋର୍ଟ ସ୍କୋର ଗତ ବର୍ଷ ଅପେକ୍ଷା ବହୁତ ହ୍ରାସ ପାଇଛି । ଏହି ଇଣ୍ଡେକ୍ସରେ ଭାରତୀୟ ପାସପୋର୍ଟକୁ ଦୁନିଆର ୧୪୪…