ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ଶୀଖର ଧାୱନ, ଦ୍ୱିତୀୟ ବିବାହକୁ ନେଇ କହିଲେ ଏହି କଥା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀ ଦୀର୍ଘ ଦିନ ଧରି ଅଲଗା ରହିଛନ୍ତି। ସେମାନଙ୍କ ଅଲଗା ହେବାର ଗୁଜବ ଆରମ୍ଭ ହେବା ପରଠାରୁ କ୍ରିକେଟର କିମ୍ବା ତାଙ୍କ ପତ୍ନୀ ଖୋଲାଖୋଲି…