Investment ସହ କରନ୍ତୁ ନୂଆ ବର୍ଷର ଆରମ୍ଭ, ସରକାରୀ ଗ୍ୟାରେଣ୍ଟି ସହ ମିଳିବ ଫିକ୍ସ ରିଟର୍ଣ୍ଣ

ନୂଆଦିଲ୍ଲୀ: ଆଜିଠାରୁ 2025 ନୂଆ ବର୍ଷ ଆରମ୍ଭ। ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ନୂତନ ଆଶା ଏବଂ ସ୍ୱପ୍ନ ସହିତ ନୂତନ ବର୍ଷ ଆରମ୍ଭ କରନ୍ତି। ଅନେକ ଲୋକ ନିଜ ପରିବାର ପାଇଁ ଏକ ଭଲ ଭବିଷ୍ୟତ ପାଇଁ ନୂଆ ବର୍ଷରେ ବିନିଯୋଗ…

ନୂଆବର୍ଷ ପାଇଁ କାଳିଆ ଅନିଦ୍ରା, ରାତି ସାରା ଚାଲିଛି ଦର୍ଶନ

ପୁରୀ: ନୂଆବର୍ଷ ଆରମ୍ଭ ହୋଇସାରିଛି । ନୂଆବର୍ଷ ଉପଲକ୍ଷେ ଶ୍ରଦ୍ଧାଳୁମାନେ ଆନନ୍ଦ ଉଲ୍ଲାସର ସହ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଲମ୍ବା ଲାଇନ ଲଗାଇଛନ୍ତି । ଏଥିସହ ଶ୍ରୀମନ୍ଦିରରେ ରାତି ସାରା…

୨୦୨୫ର ପ୍ରଥମ ଦିନରେ ମିଳିଲା ମହଙ୍ଗାରୁ ଆଶ୍ୱସ୍ତି, ଶସ୍ତା ହୋଇଗଲା ଏଲପିଜି ଗ୍ୟାସ ସିଲିଣ୍ଡର!

ଭୁବନେଶ୍ୱର: ନୂଆ ବର୍ଷ ୨୦୨୫ର ପ୍ରଥମ ଦିନ ଲୋକଙ୍କ ପାଇଁ ଖୁସିଖବର ଆଣିଛି । ଏଲପିଜି ଗ୍ୟାସ ସିଲିଣ୍ଡର ଭରିବା ୧ ଜାନୁଆରୀ ୨୦୨୫ରୁ ଶସ୍ତା ହୋଇଯାଇଛି । ସରକାରୀ ତୈଳ କମ୍ପାନୀ ପ୍ରଥମ ତାରିଖରୁ ଏଲପିଜି ସିଲିଣ୍ଡରର ଦରରେ…

Jioର ୫୬ ଦିନିଆ ଶସ୍ତା ପ୍ଲାନ BSNLର ଭାଙ୍ଗିଲା ଗର୍ବ, ମିଳୁଛି ଅନେକ କିଛି ସୁବିଧା, ଜାଣନ୍ତୁ

ନୂଆଦିଲ୍ଲୀ: ଜିଓର ଏହି 56 ଦିନର ରିଚାର୍ଜ ପ୍ଲାନ 579 ଟଙ୍କା, ଏଥିରେ ଆପଣଙ୍କୁ ପ୍ରତିଦିନ ପ୍ରାୟ 10 ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ରିଚାର୍ଜ ଯୋଜନାରେ ଉପଲବ୍ଧ ସୁବିଧା ହେଉଛି, ଆପଣ 56 ଦିନ ପାଇଁ ଅନଲିମିଟେଡ…

ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ ଖୁଲାସା, ୨୦୨୫ର ପ୍ରଥମ ଦିନରେ ହିଁ ଏତିକି ବଢିଯିବେ ଜନସଂଖ୍ୟା, ଜାଣନ୍ତୁ ଭାରତରେ କିପରି ରହିବ ପରିସ୍ଥିତି

ନୂଆଦିଲ୍ଲୀ: ନୂଆବର୍ଷ ହେବାକୁ ଆଉ କିଛି ଘଣ୍ଟା ବାକି ରହିଲା । ୨୦୨୪ ବର୍ଷର ଅନ୍ତ ଘଟି ୨୦୨୫ ମସିହାର ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି ଯେ, ନୂଆ ବର୍ଷରେ…

ନୂଆବର୍ଷର କୌଣସି ଉତ୍ସବ କାର୍ଯ୍ୟକ୍ରମକୁ ଯିବେନି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ‘ଏକ୍ସ’ରେ ଦେଲେ ସୂଚନା

ଭୁବନେଶ୍ୱର: ନୂଆବର୍ଷ ପାଇଁ ଆଉ କିଛି ଘଣ୍ଟା ବାକି ରହିଲା । ଏହି ଇଂରାଜୀ ନବ ବର୍ଷରେ ଅନେକ ଉତ୍ସବ ଏବଂ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଏହାରି ମଧ୍ୟରେ ଏହିସବୁ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ…

ସଡ଼କ ପରିବହନ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଏଣିକି ନେସନାଲ ହାଇୱେର ପ୍ରତି ୧୦କିମି ମଧ୍ୟରେ ଲାଗିବ ସାଇନ ବୋର୍ଡ

ନୂଆଦିଲ୍ଲୀ: ଦେଶରେ ଅଶାତୀତ ଭାବେ ହାଇୱେଜ ଏବଂ ଏକ୍ସପ୍ରେସୱେଜର ନିର୍ମାଣ କରାଯାଉଛି । ହେଲେ ଏଥିସହ ରାସ୍ତାରେ ହେଉଥିବା ଦୁର୍ଘଟଣା ସେହିଭଳି ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ସ୍ପିଡ ଏବଂ ଲେନ ଉଲ୍ଲଂଘନ ସବୁଠୁ ବଡ଼…

ବୈତରଣୀ ନଦୀକୁ ଡେଇଁ ଜୀବନ ହାରିଦେଲେ ବ୍ୟବସାୟୀ

କେନ୍ଦୁଝର: ବୈତରଣୀ ନଦୀକୁ ଡେଇଁ ଦୋକାନୀ ପ୍ରାଣହାରିବା କଥା ବର୍ତ୍ତମାନ ସାମ୍ନାକୁ ଆସିଛି । ଚମ୍ପୁଆରେ ପୋଲରୁ ବୈତରଣୀ ନଦୀକୁ ଏହି ଦୋକାନୀ ଡେଇଁ ପଡିଛନ୍ତି । ସୂଚନା ମୁତାବକ, ଦୋକାନୀ ଜଣକ ପୋଲ ଉପରେ ସ୍କୁଟି ରଖି…

ବେଞ୍ଜାମିନ୍ ନେତାନ୍ୟାହୁ ହସ୍ପିଟାଲରେ ଭର୍ତ୍ତି, ୟାରିଭ ଲେଭିନ ସମ୍ଭାଳିବେ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ଵ 

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଗିଡିବା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ…