Truth Socialରେ ଯୋଡ଼ିହେଲେ ପ୍ରଧାନମନ୍ତ୍ରୀ, ପ୍ରଥମେ ଟ୍ରମ୍ପଙ୍କୁ କଲେ ଫଲୋ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ସୋସିଆଲ ମିଡିଆ ସହିତ ଯୋଡ଼ି ହୋଇଛନ୍ତି । ଯାହାର ନାଁ ରହିଛି ‘ଟ୍ରୁଥ୍ ସୋସିଆଲ’ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଏହି ସୋସିଆଲ ପ୍ଲାଟଫର୍ମର…