ବଳାତ୍କାର ଅଭିଯୁକ୍ତ ପାଦ୍ରୀଙ୍କୁ ବିବାହ କରିବାକୁ ଚାହାନ୍ତି ପୀଡ଼ିତା, ଏମିତି ଆଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌନ ନିର୍ୟାତନା ଦେଇଥିବା ଅଭିଯୁକ୍ତ ପୂର୍ବ ପାଦରୀଙ୍କୁ ବିବାହ କରିବା ପାଇଁ କେରଳ ବଳାତ୍କାର ପୀଡିତାଙ୍କ ଆବେଦନକୁ ଖାରଜ କରିଛି ସୁପ୍ରିମକୋର୍ଟ। ସୋମବାର ଏହି ମାମଲାର ଶୁଣାଣି କରି ବଳାତ୍କାର ପୀଡିତାଙ୍କୁ…

ଟୋକିଓ ଅଲିମ୍ପିକ: ଦର୍ଶକଙ୍କ ଗହଣରେ ବସି ସୁଇଟର ବୁଣିଲେ ସ୍ଵର୍ଣ୍ଣ ପଦକ ବିଜେତା, ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଗ୍ରେଟ୍ ବ୍ରିିଟେନ୍ ପାଇଁ ଗୋଲ୍ଡ ମେଡାଲ୍ ଜିତିଥିବା ଟମ୍ ଡେଲେଙ୍କ ଗୋଟିଏ ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏହି ଫଟୋକୁ ଟୋକିଓ ଅଲିମ୍ପିକ୍ ର ଅଫିସିଆଲ୍ ଟୁଇଟର୍…

ଭାରତରେ ୧୨ ବର୍ଷକୁ ଥରେ ଫୁଟେ ଏହି ଫୁଲ୍, ଦେଖିବାକୁ ହଜାର ହଜାର ଲୋକଙ୍କ ଲାଗେ ଭିଡ଼

ଓଡ଼ିଶା ଭାସ୍କର ବ୍ୟୁରୋ: ନୀଲକୁରିଞ୍ଜୀ ଫୁଲ ହେଉଛି ସବୁଠାରୁ ଦୁର୍ଲଭ ଫୁଲ । ଏହା ୧୨ ବର୍ଷରେ କେବଳ ଥରେ ମାତ୍ର ଫୁଟିଥାଏ । ନୀଲକୁରିଞ୍ଜୀ ହେଉଛି ଗୋଟିଏ ମନୋକାର୍ପିକ ଗଛ । ଯାହା ଫୁଟିବାର ଅଳ୍ପ ସମୟ ପରେ ଝାଉଁଳି ଯାଏ…

ଦେଶର ୫ଟି ହଣ୍ଟେଡ୍ ରେଲୱେ ଷ୍ଟେସନ୍, ପଢ଼ନ୍ତୁ ଏଠାକାର କାହାଣୀ ସମ୍ପର୍କରେ

ଓଡ଼ିଶା ଭାସ୍କର ବ୍ୟୁରୋ: ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ଭୟାନକ ସ୍ଥାନ ଭାବରେ ଗଣାଯାଏ । କିନ୍ତୁ ବୈଜ୍ଞାନିକ ମାନଙ୍କ କହିବା ମୁତାବକ, ଭୁତ ଭଳି କିଛି ଜିନିଷ ନାହିଁ । ଏସବୁ କେବଳ କଳ୍ପନା ମାତ୍ର । ଏହା…

ତାଲିବାନ୍ ଡରରେ ପ୍ରତି ସପ୍ତାହରେ ଆଫଗାନିସ୍ତାନରୁ ପଳାୟନ କରୁଛନ୍ତି ୩୦ହଜାର ଲୋକ

ନୂଆଦିଲ୍ଲୀ: ଆମେରିକୀ ସେନା ପ୍ରତ୍ୟାହାର ପରେ ପୁଣିଥରେ ଆଫଗାନିସ୍ତାନରେ ତାଲିବାନ ମାନଙ୍କର କବଜା ଆରମ୍ଭ ହୋଇଛି । ଆଫଗାନିସ୍ତାନର ଅନେକ ଜିଲ୍ଲାରେ ତାଲିବାନ ମାନେ ଅକ୍ତିୟାର୍ କରିଛନ୍ତି । ଆଫଗାନିସ୍ତାନ ବୈଦେଶିକ…

ଜୁଲାଇରେ ବଢ଼ିଲା Royal Enfieldର ଚାହିଦା, ଜାଣନ୍ତୁ କେଉଁ ବାଇକ୍ ହୋଇଛି ସର୍ବାଧିକ ବିକ୍ରି

ନୂଆଦିଲ୍ଲୀ: ଜୁଲାଇ ମାସରେ ରୟାଲ୍ ଏନଫିଲ୍ଡ ବାଇକ୍ ବିକ୍ରିର ଚାହିଦା ଖୁବ୍ ବଢ଼ିଛି । ଲୋକମାନେ ଏହାକୁ ଚଲାଇବାକୁ ବେଶି ପସନ୍ଦ କରୁଥିବା ବେଳେ ଜୁଲାଇ ମାସରେ ଅନ୍ୟ ବାଇକ୍ ବିକ୍ରି ତୁଳନାରେ ରୟାଲ୍ ଏନଫିଲ୍ଡ ବାଇକ୍ ଅଧିକ…

ଦୀପିକା ପାଦୁକୋନଙ୍କ ସହିତ ହଲିଉଡ୍ ଫିଲ୍ମରେ କାମ କରିଥିବା ଏହି ଅଭିନେତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ପୋଲିସ୍ କଲା ଗିରଫ

ମୁମ୍ବାଇ: ଦୀପିକା ପାଦୁକୋନଙ୍କ ସହିତ ହଲିଉଡ୍ ଫିଲ୍ମ "ଏକ୍ସଏକ୍ସଏକ୍ସ: ରିଟର୍ନ ଅଫ୍ ଜାଣ୍ଡର୍ କେଜ୍" ରେ କାମ କରିଥିବା ଅଭିନେତା କ୍ରିସ୍ ବୂଙ୍କୁ ଦୁଷ୍କର୍ମ ମାମଲାରେ ପୋଲିସ୍ ଗିରଫ କରିଛି । ଚୀନ ପୋଲିସ୍ କହିଛନ୍ତି…

ଫ୍ରି ଫାୟାର୍ ଗେମ୍ ଖେଳି ଦଶମ ଶ୍ରେଣୀ ଛାତ୍ର ଗୁରୁତର

ହରିଚନ୍ଦନପୁର: ଫ୍ରି ଫାୟାର ଗେମ୍ ଖେଳି ଛାତ୍ର ଗୁତୁତର ହୋଇପଡ଼ିଛନ୍ତି । ଏହିଭଳି ଏକ ଘଟଣା ଆସିଛି ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଆଖୁପାଳ ଗ୍ରାମରେ । ଏଠାରେ ରହୁଥିବା କୁଅଁର ଖଣ୍ଡା(୪୭)ଙ୍କ ପୁଅ ଅଗସ୍ତି ଖଣ୍ଡା…

୨ ବର୍ଷରେ ଆତ୍ମହତ୍ୟା କଲେଣି ୨୪ହଜାରରୁ ଅଧିକ ପିଲା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ୨ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ୨୪ହଜାରରୁ ଅଧିକ ପିଲା । ଏଥିରେ ୧୪ରୁ ୧୮ ବର୍ଷ ବର୍ଗର ୨୪ହଜାରରୁ ଅଧିକ ସଂଖ୍ୟା ର ପିଲା ରହିଛନ୍ତି । ତେବେ ଏହି ସଂଖ୍ୟା ୨୦୧୭ରୁ ୨୦୧୯ ବର୍ଷ ମଧ୍ୟରେ ଦେଖିବାକୁ…

ସଂସଦ ଅଧିବେଶନରେ ବର୍ବାଦ୍ ହୋଇଛି ୮୯ ଘଣ୍ଟା, ୧୦୭ଘଣ୍ଟାରୁ କାମ ହୋଇଛି ମାତ୍ର ୧୮ ଘଣ୍ଟା; ୧୩୩ କୋଟିର ହୋଇଛି କ୍ଷତି

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ୧୨ ଦିନ ବିତିଗଲାଣି । ହେଲେ ପେଗାସସ୍ ମାମଲା, କୃଷି ଆନ୍ଦୋଳନ ଭଳି ମାମଲାକୁ ନେଇ ବିରୋଧୀ ମାନେ ସଂସଦରେ ହଟ୍ଟଗୋଳ ଜାରି ରଖିଛନ୍ତି । ଏହି କାରଣଣୁ ସଂସଦରେ…