ମାଡିଆସୁଛି ଝଡ଼-ବର୍ଷା… ୫୦ରୁ ୬୦ କିମି ବେଗରେ ବହିବ ପବନ; ତାତିରୁ ମିଳିବ ନିସ୍ତାର

ଭୁବନେଶ୍ବର: ଆଜି କାଳବୈଶାଖୀ ପ୍ରଭାବରେ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ପଶ୍ଚିମ ଓଡ଼ିଶାର ସହରଗୁଡ଼ିକରେ ପୂର୍ବଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବଲାଙ୍ଗୀରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୧…

ବନ୍ଧା ହେଲେ ରାଜା ଚକ୍ରଙ୍କ ଘନିଷ୍ଠ ସହଯୋଗୀ, ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗ

କେନ୍ଦୁଝର: ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଆଉ ଜଣେ ଗିରଫ । ସୂଚନା ମୁତାବକ ଗିରଫ ବ୍ୟକ୍ତି ଜଣକ ରାଜା ଚକ୍ରର ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି । ରାଜାଙ୍କ ଘନିଷ୍ଠ ସହଯୋଗୀଙ୍କ ନାମ…

ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଚଢ଼ାଉ, ୨୫ଟି ସ୍ଥାନରେ ଆଇଟି ଅଧିକାରୀଙ୍କ ତନାଘନା

ଅନୁଗୁଳ: ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଚଢ଼ାଉ । ବିକ୍ରମ ସାହୁଙ୍କ ବିଭିନ୍ନ ପ୍ରତିଷ୍ଠାନରେ ଆୟକର ବିଭାଗ କରିଛି ଚଢ଼ାଉ । ଅନୁଗୁଳ, ଢେଙ୍କାନାଳ ଓ ପାରଳାଖେମୁଣ୍ଠିରେ ଚଢ଼ାଉ ହୋଇଥିବା ସୂଚନା । ମୋଟ ୨୫ଟି ସ୍ଥାନରେ…

୭ ମାସର ତପସ୍ୟା ଶୁଖୁଆ ପୋଡ଼ାରେ: ସରକାରଙ୍କ ସହ ଆଲୋଚନାରୁ ଫେରିଲାବେଳକୁ ଆନ୍ଦୋଳନ ସ୍ଥଳ ଭାଙ୍ଗି ଦେଇଛି ପୋଲିସ

ମୋହାଲି: ଫସଲର ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବିରେ କୃଷକମାନେ ଗତବର୍ଷ ଫେବୃଆରୀ୧୩ରୁ ଆନ୍ଦୋଳନ କରୁଛନ୍ତି । ସାମ୍ମୁଖ୍ୟ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ନେତୃତ୍ୱରେ ପଞ୍ଜାବର ଶମ୍ଭୁ ଏବଂ…

ମାନିବାକୁ ପଡିବ ଚୋରଙ୍କ ସାହସ : JCB ଲଗେଇ ତାଡ଼ିନେଲେ ଏଟିଏମ୍

ଝାରସୁଗୁଡ଼ା: ଜେସିବି ଏଗାଇ ଏଟିଏମ ତାଡିନେଲେ ଦୁର୍ବୃତ୍ତ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ତାଡିନେଲେ । ସହର ଥାନା ବିଟିଏମ ଛକରେ ଥିବା ଏଟିଏମ୍ ତାଡ଼ିନେଲେ । ଜେସିବି ମାଲିକଙ୍କୁ ଅଟକ ରଖି ପୋଲିସର…

CBI ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଲେ ମୀନତି, ନିରପେକ୍ଷ ତଦନ୍ତ ଆଶା କରୁଛି ପରିବାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଚିଠି ଦେଲୁ କହିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ । ପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଫେରାଲାବେଳେ ଏହି ସୂଚନା ଦେଇଛନ୍ତି ଦୀପାଳି ।…

ଆପତ୍ତିଜନକ ମନ୍ତବ୍ୟ ଦେଇ, Youtuber ତପି ମିଶ୍ର ଗିରଫ

ଭୁବନେଶ୍ୱର: ୟୁଟ୍ୟୁବର ତପି ମିଶ୍ର ଗିରଫ । ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ । ଗିରଫ କଲା ଇନଫୋସିଟି ଥାନା ପୋଲିସ । ତପି ଟକ୍ସ ନାମରେ ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଅଛି । ଏହି ଚ୍ୟାନେଲରେ…

କଟୁରୀରେ ଯୁବକଙ୍କ ୨ ହାତ ହାଣି ଫେରାର୍ ମାରିଲେ ୩ ଅଭିଯୁକ୍ତ, ପୋଲିସ କରୁଛି ତଦନ୍ତ

ସୋର: ଯୁବକଙ୍କ ଦୁଇ ହାତ ହାଣିଦେଲେ ଦୁର୍ବୃତ୍ତ । ଯୁବକଙ୍କ ୨ ହାତ ହାଣି କାଟିଦେଇଥିବା ସୂଚନା । ବାଲେଶ୍ୱର ସୋର ସାଜନପୁର ପଞ୍ଚାୟତ ସିରାପୁର ଛକରେ ଘଟିଯାଇଛି ଏହି ଜଘନ୍ୟ କାଣ୍ଡ । ବାଇକରେ ଆସି ଯୁବକଙ୍କୁ ଗୋଡ଼ାଇ…

ନବ ଦାସଙ୍କ ହତ୍ୟାକାରୀକୁ ଧରିବେ ସରକାର, ତଦନ୍ତକାରୀ ସଂସ୍ଥାକୁ ସହଯୋଗ ପାଇଁ ପରାମର୍ଶ

ଭୁବନେଶ୍ୱର: ନବ ଦାସଙ୍କ ପରିବାରକୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା; ପ୍ରକୃତ ଦୋଷୀକୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ । ଏ ନେଇ ନବ ଦାସଙ୍କ ପରିବାରକୁ ଭରସା ଦେଇଛନ୍ତି…

Breaking: ଏଣିକି ହସ୍ପିଟାଲରୁ ଶବ ଘରେ ପହଞ୍ଚାଇବେ ସରକାର: ଆରମ୍ଭ ହେବ ୧୦୯ ସେବା

ଭୁବନେଶ୍ୱର: ଶବ ବୋହିବାକୁ ହେବନି ଆଉ ଅସୁବିଧା । ହସ୍ପିଟାଲରୁ ଘରକୁ ଶବ ଆଣିବାରେ ଆଉ ଲୋକେ ହେବେନି ହଇରାଣ । ମାଗଣାରେ ଶବକୁ ହସ୍ପିଟାଲରୁ ଘରକୁ ପଠାଯିବ । ୧୦୯ ଆମ୍ବୁଲାନ୍ସରେ ମାଗଣାରେ ଶବ ବୋହିବେ ସରକାର ।…