ସ୍କ୍ରିନକୁ ଆସିଲା ସିଦ୍ଧାର୍ଥ ଓ କିଆରାଙ୍କ କ୍ୟୁଟ୍ କେମେଷ୍ଟ୍ରୀ, ରିଲିଜ୍ ହେଲା ‘ଶେରଶାହା’ର ପ୍ରଥମ ଟ୍ରାକ୍

ମୁମ୍ବାଇ: କାରଗିଲ୍ ଯୁଦ୍ଧ ହିରୋ ସହିଦ୍ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ "ଶେରଶାହା"ର ଗୀତ "ରାତା ଲମ୍ବିଆଁ"(ଜବବଗ୍ଧବବଦ୍ଭ ଖବଜ୍ଞଭସଚ୍ଚବଦ୍ଭ) ରିଲିଜ୍ ହୋଇଯାଇଛି । ଗୀତରେ କିଆରା ଆଡଭାନୀ…

ଅଗଷ୍ଟ ୧ରୁ ବଦଳିଯିବ ସବୁ ନିୟମ: ଏଟିଏମରେ ଏକ୍ସଟ୍ରା ଚାର୍ଜ ଓ KYC ନକଲେ ବନ୍ଦ ହୋଇଯିବ ଆକାଉଣ୍ଟ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଅଗଷ୍ଟ ୧ ତାରିଖରୁ ବଦଳିବ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ । ଖାଲି ଏଟିଏମ୍ ରୁ ଟଙ୍କା ଉଠାଇବା ମହଙ୍ଗା ହେବ ନାହିଁ ବରଂ ସମୟ ପୂର୍ବରୁ ଯଦି KYC କରିବେନି ତାହେଲେ ଆପଣଙ୍କ ଆକାଉଣ୍ଟ୍ ବନ୍ଦ…

ଗୁଣ୍ଟୁର ମୃତକଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର(ଓଡିଶା ଭାସ୍କର): ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ଥିବା ଏକ ମାଛ ଫ୍ୟାକ୍ଟ୍ରିରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଣୁପୁରର ଛଅ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି…

ଦେଶର ୬୩ ଜିଲ୍ଲାରେ ନାହିଁ ବ୍ଲଡ୍ ବ୍ୟାଙ୍କ୍, ସଂସଦରେ ଏପରି କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ କାଳରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି କେନ୍ଦ୍ର ସରକାର । ଖାସ୍ କରି ଏହି ସମୟରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ଅନେକ…

ହକି: ଜାପାନକୁ ହରାଇଲା ଭାରତ

ଟୋକିଓ ଅଲିମ୍ପିକ୍: ପୁରୁଷ ହକିରେ ଭାରତର ଦମଦାର୍ ବିଜୟ ହାସଲ କରିଛି । ଆୟୋଜନ ଜାପାନ୍ କୁ ୫-୩ ଗୋଲ୍ ରେ ହରାଇଛି ଭାରତ । ଭାରତୀୟ ପୁରୁଷ ହକି ଟିମ୍ ଅଗଷ୍ଟ ୧ ତାରିଖରେ କ୍ୱାଟର୍ ଫାଇନାଲ୍ ଖେଳିବ । ଜାପାନ ଟିମ୍ ଆଗରେ…

ପିଏସଙ୍କ ଘରୁ ମିଳିଲା ନଗଦ ୨୫ ଲକ୍ଷ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏସସି ସଦସ୍ୟଙ୍କ ପିଏସଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣାରେ ଏବେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ଘର ରେଡ୍ ବେଳେ ମିଳିଲା ନଗଦ ୨୫ ଲକ୍ଷ ଟଙ୍କା । ପିଏସ୍ ବିରଞ୍ଚି ସାହୁଙ୍କ ଘରୁ…

ଆଶ୍ଚର୍ଯ୍ୟ: ଜନ୍ମ ହେବା ମାତ୍ରେ ଗର୍ଭବତୀ ହୋଇଗଲା ଏକ ଦିନିଆ ଶିଶୁ

ନୂଆଦିଲ୍ଲୀ: ଚିକିତ୍ସା ଦୁନିଆରେ ଅନେକ ଅଜବ ଗଜବ ଘଟଣା ଦେଖିବାକୁ ମିଳିଛି । ସେଗୁଡ଼ିକ ମଧ୍ୟରୁ ଅନେକ ମାମଲା ଏପରି ରହିଛି ଯାହାକୁ ବିଶ୍ୱାସ କରିବା କଷ୍ଟକର । ସେହିଭଳି ଏକ ଅବିଶ୍ୱସନୀୟ ମାମଲା ଦେଖିବାକୁ ମିଳିଛି…

‘ଏଲୋପାଥିକ୍ ମେଡିସିନ୍ ପାଇଁ ଲକ୍ଷ ଲକ୍ଷ ମରିଗଲେ’, ରାମଦେବ ବାବାଙ୍କ ଏହି ବୟାନକୁ ନେଇ ନୋଟିସ୍ ଜାରି କଲା ହାଇକୋର୍ଟ

ନୂଆଦିଲ୍ଲୀ: ପୁଣି ଅଡ଼ୁଆରେ ଯୋଗଗୁରୁ ବାବା ରାମଦେବ । ଏଲୋପାଥିକ୍ ଔଷଧକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ବାବ ରାମଦେବଙ୍କୁ ନୋଟିସ୍ ଜାରି କରିଛି । ହାଇକୋର୍ଟ ପକ୍ଷରୁ…

ପ୍ରେମିକାକୁ ମାରିବା ପରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କଲା ପ୍ରେମିକ

ହାଇଦ୍ରାବାଦ୍: ଜଣେ ବ୍ୟକ୍ତି ନିଜ ଗର୍ଲଫ୍ରେଣ୍ଡକୁ ମାରିବା ପରେ ଫ୍ୟାନ୍ ରେ ଝୁଲି ଆତ୍ମହତ୍ୟା କରିଛି । ଏହିଭଳି ଏକ ଘଟଣା ଆସିଛି ହାଇଦ୍ରାବାଦର ମାଧବପୁର ଅଞ୍ଚଳରୁ । ପୋଲିସ୍ କହିବା ମୁତାବକ, ଏହା ଏକ ପ୍ରିମିୟମ୍…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ, ୯୯.୩୭ ପ୍ରତିଶତ ପିଲା ପାସ୍

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । cbseresults.nic.in ଓ cbse.gov.in ରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ୯୯.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । କରୋନା ମହାମାରୀ…