ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ, ୯୯.୩୭ ପ୍ରତିଶତ ପିଲା ପାସ୍

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । cbseresults.nic.in ଓ cbse.gov.in ରେ ଛାତ୍ରଛାତ୍ରୀ ମାନେ ରେଜଲ୍ଟ ଦେଖିପାରିବେ । ଚଳିତ ବର୍ଷ ୯୯.୩୭ ପ୍ରତିଶତ ପିଲା ପାସ୍ କରିଛନ୍ତି । କରୋନା ମହାମାରୀ…

ବିପଦ ସଂକେତ ପାଖରେ ପହଞ୍ଚିଲା ଯମୁନା ନଦୀର ଜଳସ୍ତର, ଦିଲ୍ଳୀରେ ବନ୍ୟା ନେଇ ଜାରି ହେଲା ଆଲର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର୍ ସମତେ ଉତ୍ତର-ପଶ୍ଚିମ ଭାରତର କିଛି ରାଜ୍ୟରେ ଲଗାତର ପ୍ରବଳ ବର୍ଷା ଜାରି ରହିଛି । ଫଳସ୍ୱରୂପ ଯମୁନା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପ୍ରଶାସନ ଶୁକ୍ରବାର…

ପୁରୀ ବିଚରେ ମଦ କୁଡ଼ିଆ ଯୋଜନା ପ୍ରତ୍ୟାହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ବେଳାଭୂମିରେ ମଦ କୁଡ଼ିଆ ଯୋଜନାକୁ ପ୍ରତ୍ୟାହାର କରାଯାଇଛି । ଏନେଇ ପୂରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯୋଜନାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ନିଷ୍ପତ୍ତିକୁ…

ବର୍ବରତାର ସୀମା ଲଙ୍ଘିଲା: ୩୮ ମାଙ୍କଡ଼କୁ ବିଷ ଦେଇ ମାରିଦେଲେ, ବସ୍ତାରେ ବାନ୍ଧି ପିଟିଲେ

ବେଙ୍ଗାଲୁରୁ: ବୋନଟ୍ ମୈକାକ୍ ପ୍ରଜାତିର ମାଙ୍କଡ଼ର ଏକ ସମୂହକୁ କର୍ଣ୍ଣାଟକର କିଛି ଅଜଣା ଲୋକମାନେ ବିଷ ଦେଇ ମାରିଦେଇଛନ୍ତି । ଏହି ଘଟଣାରେ ୩୮ଟି ମାଙ୍କଡ଼ଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ଗୋଟିଏ ମାଙ୍କଡ଼କୁ ଚିକିତ୍ସା…

ପାକରେ ସୀମା ଟପିଲା ଯୌନ ଉତ୍ପୀଡ଼ନ: ଦେହ ଭୋକ ମେଣ୍ଟାଇବାକୁ ଯାଇ ୫ ଅଭିଯୁକ୍ତ କଲେ ଛେଳିର ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାର ସୀମା ପାର୍ କରିବାରେ ଲାଗିଛି ପାକିସ୍ତାନ । ଖାଲି ମହିଳା ନୁହନ୍ତି ଏବେ ଜୀବଜନ୍ତୁ ବି ଯୌନ ଉତ୍ପୀଡ଼ନର ଶିକାର ହେବାରେ ଲାଗିଛି । କେହି ବି ପାକିସ୍ତାନରେ ଏବେ ସୁରକ୍ଷିତ ନୁହନ୍ତି ।…

ସ୍ୱାଧୀନତା ଦିବସ ପାଇଁ ଯୁବପିଢ଼ିଙ୍କୁ ମତାମତ ମାଗିଲେ ପ୍ରଧାନମନ୍ତ୍ରୀ, କହିଲେ- ‘ଲାଲକିଲ୍ଲାରେ ଗୁଞ୍ଜରିବ ଆପଣମାନଙ୍କ ବିଚାର’

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ପାଇଁ ଯୁବପିଢ଼ିଙ୍କୁ ସେମାନଙ୍କ ବିଚାର ଏବଂ ମତାମତ ସମ୍ପର୍କରେ ପଚାରି ବୁଝିଛନ୍ତି ।…

ଜଣେ ବ୍ୟକ୍ତିଙ୍କୁ ଖୁବ୍ ଶୀଘ୍ର ଦିଆଯିବ ଦୁଇଟି ଭିନ୍ନ ଭିନ୍ନ ଟିକା, କେନ୍ଦ୍ର ପକ୍ଷରୁ ଟ୍ରାଏଲ୍ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ବିଶ୍ୱରେ ପୁଣି ଥରେ କରୋନା ମହାମାରୀର ପ୍ରଭାବ ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କରୋନାର ତୃତୀୟ ଲହର କିଛି ଦେଶରେ ଆରମ୍ଭ ହୋଇଯାଇଛି ବୋଲି ମତ ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି କରୋନା…

ନିଜ ରିସ୍କରେ ଯାଆନ୍ତୁ ମିଜୋରାମ, କିଛି ହେଲେ ଆମେ ଦାୟୀ ରହିବୁ ନାହିଁ

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ଅନ୍ତଃରାଜ୍ୟ ସୀମା ବିବାଦ ହିଂସାତ୍ମକ ରୂପ ନେଇଛି । ଏଭଳି ପରିସ୍ଥିତି ରେ ଆସାମ ସରକାର ନିଜର ରାଜ୍ୟର ଲୋକମାନଙ୍କୁ ମିଜୋରାମ ନ ଯିବାକୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି…

ଆଫଗାନିସ୍ତାନର ତାଲିବାନ୍ ନିୟନ୍ତ୍ରିତ ଅଞ୍ଚଳରେ ବନ୍ୟା, ୪୦ ମୃତ; ସହାୟତା ପାଇଁ ଡହଳବିକଳ ସ୍ଥାନୀୟ ଲୋକେ

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଥିବା କାମଦୀଶ ଘାଟୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏଥିରେ ପାଖାପାଖି ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକଙ୍କ ଘର ଭାଙ୍ଗିବା ସହିତ…

କାହିଁକି ବାରମ୍ବାର ଆସୁଛି ବାତ୍ୟା? ବୈଜ୍ଞାନିକ ମାନେ କହିଲେ ଏହା ପଛରେ ଥିବା ବଡ଼ କାରଣ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଦେଶ ତଥା ଦୁନିଆ, ଅନେକ ପ୍ରକାରର ଘୂର୍ଣ୍ଣିବଳୟର ସାମନା କରିଛି । ଚଳିତ ବର୍ଷ ତାଉତେ ଏବଂ ୟସ୍ ଭାରତରେ ବିଶେଷ କ୍ଷୟକ୍ଷତି ଘଟାଇଛି । ବର୍ତ୍ତମାନ କେନ୍ଦ୍ର ବିଜ୍ଞାନ ଏବଂ…